Mental health

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fadTtV9l8N4&feature=emb_logo କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=2VLFQmRMNwY] କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ...

କିଏ କରିବ ଦିଲ୍ଲୀ ଦଖଲ – ଆପ୍‌ ନା ବିଜେପି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରୁ ମଙ୍ଗଳବାର ଆସିବ ବଡ଼ ରାୟ। ଦିଲ୍ଲୀବାସୀ କାହାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ସରକାର ଗଠନ ପାଇଁ ରାୟ ଦେଇଛନ୍ତି ତାହା ଜଣାପଡ଼ିବ। ଅରବିନ୍ଦ କେଜରିୱାଲଙ୍କ ଆମ୍‌ ଆଦ୍‌ମୀ...

ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଓଡ଼ିଶାରେ ପବନ ବଢ଼ିବା ସହିତ ବାତ୍ୟା ଅମ୍ପନ ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି। ଖୁବଶୀଘ୍ର ଏହା ପାରାଦୀପ ବନ୍ଦର ଦେଇ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା...

ଆଜାଦୀକା ଅମୃତ ମହୋତ୍ସବ: ଖାଦ୍ୟରେ ତ୍ରିରଙ୍ଗା ଝଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି ‘ଆଜାଦୀକା ଅମୃତ ମହୋତ୍ସବ’। ଏହା ଅଧୀନରେ ଆୟୋଜିତ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରର...

ଉପକୂଳରେ ଅମ୍ପନ କରୁଛି କମ୍ପନ – ଅପରାହ୍‌ଣରୁ ସନ୍ଧ୍ୟା ମଧ୍ୟରେ ରହିବ ଅଧିକ ପ୍ରଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଧିରେ ଧିରେ ପଡ଼ିବାରେ ଲାଗିଲାଣି। ଆଜି ଅପରାହ୍‌ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ଫଳରେ...

‘ବୁଲ୍‌ବୁଲ୍‌ ଅପଡେଟ୍‌’ @8PM

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର। ତୀବ୍ର ହେଲା ବାତ୍ୟା...

କରୋନା ମହାମାରୀ ଭଳି ଅନିଶ୍ଚିତ ସମୟରେ ପାରିବାରିକ ଓ ମାନସିକ ସମସ୍ୟା ଥିବା ଲୋକେ ନିଜକୁ କିପରି ପରିଚାଳନା...

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...

୨୦୧୯ – ପୁଅ ପାଇଁ ବାଟ ଛାଡ଼ିଲେ ବାପା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନେତାଙ୍କ ପୁଅମାନଙ୍କୁ ୨୦୧୯ ଦେଇଛି ନୂଆ ପରିଚୟ। ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌-୨୦୧୯ ରିପୋର୍ଟରେ ଜାଣନ୍ତୁ ବାପ-ପୁଅ ରାଜନୀତି ବିଷୟରେ। ୨୦୧୯ରେ ଓଡ଼ିଶା ରାଜନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏପ୍ରିଲ ଓ ମେ’...

୨୦୧୯ – କାଳିଆରେ ପଶିଗଲା ଅଳିଆ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସରିଗଲା। ‘କାଳିଆ’କୁ ନେଇ ଚର୍ଚ୍ଚା ଥମିଲାନି। ୨୦୧୯ ଆରମ୍ଭରୁ ଶେଷ ଯାଏଁ ଏହି ଯୋଜନାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ ଭିତରୁ ‘କାଳିଆ’ ଯୋଜନା...