Technology

whatsapp-1

ହ୍ଵାଟ୍ସଆପର ନୂଆ ଫିଚର, ଏଣିକି ୪ଟି ଫୋନରେ ବ୍ୟବହାର କରିହେବ ଗୋଟିଏ ଆକାଉଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଆମେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ କିମ୍ବା କମ୍ପ୍ୟୁଟରରେ ଲଗଇନ୍ କରି ବ୍ୟବହାର କରିପାରୁଛୁ। ଆଗକୁ ହ୍ଵାଟ୍ସଆପକୁ ଏକା ସାଙ୍ଗେ ୪ଟି ଅତିରିକ୍ତ ସ୍ମାର୍ଟଫୋନରେ ବ୍ୟବହାର କରିହେବ।...

ଭାରତରେ ଚାଲିଲା ପ୍ରଥମ ରାପିଡ୍ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆରମ୍ଭ ହେଲା ପ୍ରଥମ ରାପିଡ୍ ଟ୍ରେନ ସେବା। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗାଜିଆବାଦରେ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଥମ ରାପିଡ୍ ଟ୍ରେନକୁ ‘ନମୋ ଭାରତ’ ଭାବେ...

ବୈଦ୍ୟୁତିକ ଯାନ: ବଦଳାଇବ ଭାରତରେ ଗମନାଗମନ ବ୍ୟବସ୍ଥାର ଚିତ୍ର

ଭାସ୍କର ପରିଚ୍ଛା ଦେଶର ଅର୍ଥନୀତିକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତିରେ ପରିଣତ କରିବାରେ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରୋନିକ ଭେଇକିଲର (ଇଭି) ଗୁରୁତ୍ୱ ଅତି ଅଧିକ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ...
whatsapp-1

ହ୍ଵାଟ୍ସଆପର ନୂଆ ଫିଚର, ଏବେ ସଂଶୋଧନ କରିହେବ ପଠାଯାଇଥିବା ମେସେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ହ୍ଵାଟ୍ସଆପ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ନେଇଆସିଛି। ଏହା ମାଧ୍ୟମରେ ଏବେ ହ୍ଵାଟ୍ସଆପରେ ପଠାଯାଉଥିବା ମେସେଜକୁ ସଂଶୋଧନ କରାଯାଇପାରିବ। ଏନେଇ ସୋମବାର ଦିନ ହ୍ଵାଟ୍ସଆପର ମୁଖ୍ୟ କମ୍ପାନି ‘ମେଟା’ର...

ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ରିଲାଏନ୍ସ ଜିଓ ୫ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ...

ଭାରତର ଆଧୁନିକ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନାର ନୂଆ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏ ସଫଳତାର ପ୍ରଥମ ଉଡ଼ାଣ ଭରିଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ଗୁରୁବାର ବେଙ୍ଗାଳୁରୁରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି...

ଓଡ଼ିଶାର ଗ୍ରାମାଞ୍ଚଳରେ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଗ୍ରାମାଞ୍ଚଳରେ ଭାରତନେଟ ପ୍ରକଳ୍ପ ଅନ୍ତର୍ଗତ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା ଓପିଟିସିଏଲ୍, ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ଉପକୃତ ହେବେ ରାଜ୍ୟର ୧୩୨ ବ୍ଲକର...
whatsapp-1

ହ୍ଵାଟ୍ସଆପର ନୂଆ ‘ଚାଟ୍ ଲକ୍’ ଫିଚର, ଏଣିକି ଅଧିକ ସୁରକ୍ଷିତ ରହିବ ବ୍ୟକ୍ତିଗତ ଚାଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ହ୍ଵାଟ୍ସଆପ୍ ନିଜର ୟୁଜର୍ସମାନଙ୍କ ପାଇଁ ଏକ ନୂଆ ‘ଚାଟ୍ ଲକ୍’ ଫିଚର ନେଇ ଆସିଛି। ଏହା ମାଧ୍ୟମରେ ଏବେ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଚାଟିଂକୁ ଲକ୍ କରିପାରିବେ। ଏନେଇ ହ୍ଵାଟ୍ସଆପର ମୁଖ୍ୟ...

ଭାରତର ‘ରକେଟ୍ ଓମ୍ୟାନ’ ଇସ୍ରୋ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଏମିତି ଜଣେ ମହିଳା ଅଛନ୍ତି ଯିଏ ଏବେ ରକେଟ ଓମ୍ୟାନ ଭାବେ ଘରେ ଘରେ ପରିଚିତ। ଯାହାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ। ସେ ହେଉଛନ୍ତି ଇସ୍ରୋ...

ସୋଆ-ସିଆଇଆଇର ‘ୱିୱେର’କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଅଧୀନସ୍ଥ ଷ୍ଟାର୍ଟଅପ 'ୱିୱେର'କୁ ଇନୋଭେଟିଭ ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ...