‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ – ଏକମାତ୍ର ଓଡ଼ିଆ ଭାବେ ସମ୍ମାନିତ ହେଲେ ଅନ୍ୱେଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଛନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ। ଦେଶର ୨୧ ରାଜ୍ୟରୁ ମୋଟ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ବେଳେ...

ଆଜିଠୁ ‘କେମିତି କହିବି କହ’ – ଛୋଟପରଦାରେ ସିଦ୍ଧାନ୍ତ, ସୁପ୍ରିୟାଙ୍କ ଯୋଡ଼ି ଦେଖିବେ ଦର୍ଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଡ଼ ପରଦାରେ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଥିବା ସିଦ୍ଧାନ୍ତ ମହାପାତ୍ର ଟେଲି ଧାରାବାହିକକୁ ଫେରିଛନ୍ତି। ଆଜିଠାରୁ ଜି ସାର୍ଥକରେ ତାଙ୍କ ଅଭିନୀତ ସିରିଏଲ ‘କେମିତି କହିବି କହ’ ପ୍ରସାରଣ ହେବାକୁ...

ରାଜ୍ୟରେ ଫେବ୍ରୁଆରି ୧୪ରୁ ଦ୍ୱିତୀୟ ଡୋଜ୍ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଜାନୁଆରି ୧୬ରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବ୍ରୁଆରି ୧୪ରୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ...

ନୂଆ ଢାଞ୍ଚାରେ ଏଥର ଯୁକ୍ତ ୨ ପରୀକ୍ଷା – ରହିବ ୫୦ ମାର୍କ ମଲ୍ଟିପୁଲ ଚଏସ୍ ପ୍ରଶ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପରୀକ୍ଷା ଭଳି ଏଥର ଯୁକ୍ତ ୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥର ପରୀକ୍ଷାରେ ୫୦ ନମ୍ବରର ମଲ୍ଟପୁଲ ଚଏସ ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧...

ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ୧୩ ଜଣ ପାଇବେ ପୋଲିସ ପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରୁ ଓଡ଼ିଶାରୁ ୧୩ ଜଣ ପୋଲିସ ଏଥର...

ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଘୋଷଣା – କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ବୃହତ ଇସ୍ପାତ କାରଖାନା

ଓଡ଼ିଶାଲାଇଭ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ପାରାଦୀପ ବନ୍ଦର ସହଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାନଦୀର ଆଖଡାଶାଳୀଠାରେ ନିର୍ମାଣ ହେବାକୁ ଯାଉଛି ଏକ ନଦୀଭିତ୍ତିକ ବନ୍ଦର। ଏତଦବ୍ୟତୀତ କେନ୍ଦ୍ରାପଡା ଜିଲ୍ଲାରେ ଏକ ବୃହତ ଇସ୍ପାତ...

ସିକିମ ସୀମାରେ ଭାରତ-ଚୀନ ସେନା ହାତାହାତି, ୨୦ ଚୀନ ଯବାନ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖରେ ଭାରତ ଓ ଚୀନ ସୀମାରେ ଉତ୍ତେଜନା ଲାଗି ରହିଥିଲା ବେଳେ ଏବେ ସିକିମ୍‌ ସୀମା ନକୁ ଲା’ରେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି। ଯବାନ ଭିତରେ ସଂଘର୍ଷ...

ଜାନୁଆରି ୨୬ରେ ୩ଟି ରାସ୍ତାରେ ଚାଷୀ କରିବେ ଟ୍ରାକ୍ଟର ରାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଭାବେ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ଗଣତନ୍ତ୍ର ଦିବସରେ ଚାଷୀମାନେ ସିଙ୍ଘୁ, ଟିକ୍ରି ଓ ଘାଜିପୁର ସୀମାରୁ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୨୫ ଜାନୁଆରି ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ସୋମବାର ପୌଷ ଶୁକ୍ଳ ଦ୍ୱାଦଶୀ ରାତ୍ରି ୧୨:୨୪:୫୮ ଗତେ ତ୍ରୟୋଦଶୀ ତିଥି। ବୃଷଚନ୍ଦ୍ର ଦିବା ୦୧:୦୧ ଗତେ...
rashi fala

ଆଜିର ରାଶିଫଳ – (୨୪ ଜାନୁଆରି ୨୦୨୧, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ରବିବାର ପୌଷ ଶୁକ୍ଳ ଏକାଦଶୀ ରାତ୍ରି ୧୦:୫୮:୨୦ ଗତେ ଦ୍ୱାଦଶୀ ତିଥି।...