rashi fala

ଆଜିର ରାଶିଫଳ – (୧୯ ଜାନୁଆରି ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ପୌଷ ଶୁକ୍ଳ ଷଷ୍ଠୀ ଦିବା ୧୦:୫୯:୧୦ ଗତେ ସପ୍ତମୀ ତିଥି। ମୀନଚନ୍ଦ୍ର...

ବ୍ରିସବେନ୍ ଟେଷ୍ଟରେ ଭାରତର ରେକର୍ଡ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିସବେନ୍‌ ଟେଷ୍ଟରେ ଭାରତର ଐତିହାସିକ ବିଜୟ ୩ ଓ୍ଵିକେଟରେ ହାରିଲା ଅଷ୍ଟ୍ରେଲିଆ ୨-୧ରେ ସିରିଜ କବ୍‌ଜା କଲା ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ...

ଓ୍ୱେବ ସିରିଜ୍‌ ‘ତାଣ୍ଡବ’କୁ ନେଇ କାହିଁକି ହେଉଛି ତାଣ୍ଡବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାଦ ଘେରରେ ୱେବ ସିରିଜ ‘ତାଣ୍ଡବ’ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତାଙ୍କ ନାଁରେ ଏତଲା ବଢ଼ିଲା ସୈଫ୍‌ ଅଲ୍ଲୀଙ୍କ ସୁରକ୍ଷା ଆମାଜନ ପ୍ରାଇମର ବହୁ ଚର୍ଚ୍ଚିତ ଓ୍ୱେବ ସିରିଜ ‘ତାଣ୍ଡବ’କୁ ନେଇ ଏବେ...

ବାଇଡେନଙ୍କ ଶପଥ ଉତ୍ସବରେ ହିଂସା ଆଶଙ୍କା – କଡ଼ା ସୁରକ୍ଷାରେ ଓ୍ୱାଶିଂଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଶପଥ ଗ୍ରହଣ କରିବେ। ତାଙ୍କ ସହିତ ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ପଦର ଶପଥ ନେବେ କମଲା ହ୍ୟାରିସ୍।...

ଘାସିରାମ ପଣ୍ଡାଙ୍କ ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ ‘ଅସୁମାରୀ ସ୍ୱପ୍ନ’ସୋମବାର ବିଧାନସଭା ପରିସର ବାଚସ୍ପତିଙ୍କ ସଭାକକ୍ଷରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ...

କେନ୍ଦ୍ରାପଡ଼ାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଅଭିଯୁକ୍ତ ଘରେ ଭଙ୍ଗାରୁଜା କଲେ ଗାଁଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ପ୍ରେମ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପ୍ରେମିକାର ପରିବାର ଲୋକଙ୍କ ମାଡ଼ରେ ପ୍ରେମିକର ମୃତ୍ୟୁ ହୋଇଛି। ଏହି ଘଟଣା ପରେ...
covishield vaccine

ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା କୋଭିସିଲ୍ଡ। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛି। ଅପରାହଣ ସାଢ଼େ ୪ଟା ସୁଦ୍ଧା ଭୁବନେଶ୍ୱର...

ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥରେ କରୋନା ଟିକା ନେବାକୁ ମନା କଲେ, ତା’ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର...

ପୁଣି ବଢ଼ିଲା ତେଲ ଦର – ପେଟ୍ରୋଲ ୮୫.୬୦କୁ ଡିଜେଲ ୮୧.୮୪ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ମାସରେ ୫ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର। ୩ଦିନ ଧରି ଦର ଅପରିବର୍ତ୍ତିତ ରହିବା ପରେ ସୋମବାର ପୁଣି ତୈଳ ଦରରେ ୨୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ଵରରେ...

ଏମିତି ବି ଆସେ ମୃତ୍ୟୁ – ଫୁଟପାଥରେ ଶୋଇଥିଲେ ଶ୍ରମିକ, ମାଡ଼ିଗଲା ଡମ୍ଫର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁରତର କିମ୍‌-ମାଣ୍ଡଭିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫୁଟପାଥ୍‌ରେ କିଛି ଶ୍ରମିକ ଶୋଇଥିଲା ବେଳେ ତାଙ୍କ ଉପରେ ଡମ୍ଫର ମାଡ଼ି ଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩ ଜଣ...