କରୋନାରେ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ, ରାଜ୍ୟରୁ ଆଜି ୬୬୮ ନୂଆ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୪ ଘଣ୍ଟାରେ ରାଜ୍ୟରୁ ୬୬୮ ପଜିଟିଭ୍ ଚିହ୍ନଟ ରାଜ୍ୟରେ ଆଜି ଆଖିବୁଜିଲେ ୧୭ ଜଣ ଆକ୍ରାନ୍ତ ରାଜ୍ୟରେ ଏବେ ବି ୭୧୦୬ ଆକ୍ରାନ୍ତ ସକ୍ରିୟ ରାଜ୍ୟରୁ ଗତ ୨୪ ଘଣ୍ଟା ଚିହ୍ନଟ...

କୋଭିଡ କଟକଣାରେ ହରିଦ୍ୱାରରେ ହେବ କୁମ୍ଭମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସ୍ଥିତିରେ ହରିଦ୍ୱାରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ କୁମ୍ଭମେଳା। ଏନେଇ ରବିବାର ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌। କୁମ୍ଭମେଳା ଅନୁଷ୍ଠିତ ହେବ କି ନାହିଁ? ସେନେଇ ରବିବାର...

କେନ୍ଦ୍ରାପଡ଼ା: ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ବିଶାଳ ଜନସମାବେଶ  

ଓଡ଼ିଶାଲାଇଭ୍ ବ୍ୟୁରୋ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ବିଶାଳ ଜନସମାବେଶ ଆୟୋଜିତ ହୋଇଛି। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ଖରସ୍ରୋତା ନଦୀରୁ ଭଦ୍ରକକୁ ପାନୀୟ ଜଳ...

ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟପାଳ ନିଜେ ଟୁଇଟ...

ଜାଣନ୍ତୁ ଆଜିର ରାଶିଫଳ – (୨୩ ନଭେମ୍ବର ୨୦୨୦, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି କାର୍ତ୍ତିକ ଶୁକ୍ଳ ନବମୀ ରାତ୍ରି ୧୨:୩୨:୪୩ ଗତେ ଦଶମୀ ତିଥି। କୁମ୍ଭଚନ୍ଦ୍ର...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୩ ନଭେମ୍ବର ୨୦୨୦, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି କାର୍ତ୍ତିକ ଶୁକ୍ଳ ନବମୀ ରାତ୍ରି ୧୨:୩୨:୪୩ ଗତେ ଦଶମୀ ତିଥି। କୁମ୍ଭଚନ୍ଦ୍ର...

ରାୟଗଡ଼ା: ୩ ଚୋରା ବାଇକ୍ ଉଦ୍ଧାର, ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ସାଇପ୍ରିୟା ନଗର, ଲାଏନ୍ସ କ୍ଲବ ଓ ମେନ୍ ରୋଡ୍ ଅଞ୍ଚଳରୁ ଚୋରି ହୋଇଥିବା ୩ଟି ବାଇକ୍‌କୁ ଉଦ୍ଧାର କରିଛି ରାୟଗଡ଼ା ଥାନା ପୋଲିସ।...

ଏୟାରଟେଲର ଦମ୍‌ଦାର୍ ପ୍ଲାନ୍ – ୧୯ ଟଙ୍କାରେ ମିଳୁଛି ଅସମୀତ କଲିଂ ଓ ଡାଟା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଏୟାରଟେଲ ନିଜ ଗ୍ରାହକମାନଙ୍କୁ ଏକ ଦମ୍‌ଦାର୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏଥିରେ ଅସୀମିତ କଲିଂ ଏବଂ ଡାଟା ସୁବିଧା ମିଳୁଛି। ତେବେ ସବୁଠୁ ଖାସ୍ କଥା ହେଲା ଏହି ପ୍ଲାନ୍ ରିଚାର୍ଜ...

ବିଚାର ବିଭାଗୀୟ ହାଜତକୁ ଗଲେ କମେଡିଆନ୍ ଭାରତୀ ଓ ହର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିୟାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଡ୍ରଗ୍ସ ମାମଲାର ଶୁଣାଣି କରି ଆଜି ଉଭୟଙ୍କୁ ମୁମ୍ବାଇ କିଲା କୋର୍ଟ ୧୪...

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଅବପାତରେ ପରିଣତ ହେବାର ୨୪ ଘଣ୍ଟା ଭିତରେ ଏହା ଆହୁରି...