ଜୟପୁରରେ ଭାରତ ବନ୍ଦ ସଫଳ – ଗଡ଼ିଲାନି ଚକ, ବନ୍ଦ ରହିଲା ଦୋକାନ ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ...

ବଦଳିଲା ନିଷ୍ପତ୍ତି – ଡିସେମ୍ବର ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲେ କେନ୍ଦ୍ର ସରକାର। ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନୁମତିକୁ ବାତିଲ କରାଯାଇଛି। ଫଳରେ ଅନ୍ତର୍ଜାତୀୟ ବିମାନ...

ବେଙ୍ଗାଳୁରୁ : ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବେଙ୍ଗାଳୁରୁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ାର ମନୁ ବେହେରା। ଅଳ୍ପକିଛିଦିନ ତଳେ ସେ ଦାଦନ ଖଟିବାକୁ...

ଭାରତରେ ଲଞ୍ଚ୍ ହେଲା Nokia 2.4 – ଜାଣନ୍ତୁ ଦାମ୍ ଓ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଭାରତରେ Nokia 2.4 ଲଞ୍ଚ୍ କରିଛି। ଏହି ବଜେଟ୍ ସ୍ମାର୍ଟଫୋନ୍‌ରେ ୪,୫୦୦ ଏମ୍‌ଏଏଚ୍ ବ୍ୟାଟେରି ସହିତ ଅନେକ ଦମ୍‌ଦାର୍ ଫିଚର ମିଳୁଛି। ଫିଚର ଓ ଦାମ୍ ଏହି...

ଓଡ଼ିଶା କରୋନା ରିପୋର୍ଟ – ୬୪୪ ପଜିଟିଭ୍‌ ଚିହ୍ନଟ, ୧୭ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୬୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୬୯ ଜଣ ଚିହ୍ନଟ ହୋଇଥିଲା ବେଳେ ୩୭୫ ଲୋକାଲ କେସ୍‌ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ...

ଓଡ଼ିଶା ଆସୁଛି ବାହାରିନ୍‌ରେ ପ୍ରାଣ ହରାଇଥିବା ଦେବାଶିଷ ସାହୁଙ୍କ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନ୍‌ର ଏକ ମ୍ୟାନ୍‌ ହୋଲ୍‌ରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ମୃତଦେହ ଓଡ଼ିଶା ଆସୁଛି। ଶୁକ୍ରବାର ଅପରାହ୍ଣରେ ଏହା ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା...

ରାତି ପାହିଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ – ଯୋଦ୍ଧା ବେଶରେ ଶୃଙ୍ଗାର ହେବେ ଶ୍ରୀଜୀଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ  ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। କିନ୍ତୁ କରୋନା ପାଇଁ ମହାପ୍ରଭୁଙ୍କ ଏହି ବେଶ ଭକ୍ତ ଦେଖିପାରିବେନି। ଏପଟେ ପୁରୀକୁ ବାହାର...

‘ପରୀ’ ମୃତ୍ୟୁକୁ ନେଇ ଉଠୁଛି ପଡ଼ୁଛି ବିଧାନସଭା, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ରେ ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ। ୩ ଦିନ ହେଲା ବିଧାନସଭା ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି। ଗୁରୁବାର ମଧ୍ୟ ଏହି ପ୍ରସଙ୍ଗକୁ...

ମଙ୍ଗଳାଘାଟରେ ରୋଷଘର ନିର୍ମାଣ ମାମଲା – ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି କଟକ: ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରୋଷଘର ନିର୍ମାଣ ସଂକ୍ରାନ୍ତରେ...

ଆଜି ଭାରତ ବନ୍ଦ – ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ, ରାସ୍ତାରେ ଟାୟାର ଜାଳିଲେ ଆନ୍ଦୋଳନକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ ବନ୍ଦ। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳନ କରାଯାଉଛି। ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ବନ୍ଦ...