‘ଇତିହାସ’କୁ ନେଇ ରାଜନୀତି: ସରକାର ବଦଳିଲେ ବଦଳେ ବହି!

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି। ପାଠକୁ ନେଇ ବି ଆରମ୍ଭ ହୁଏ ରାଜନୀତି। ଖାସ କରି ଇତିହାସକୁ ନେଇ। ଇତିହାସ ବଦଳେ ନି, କିନ୍ତୁ ରାଜନୀତି...

ଓଡ଼ିଶା ଉପକୂଳରେ ୨ ମାସ ବନ୍ଦ ରହିବ ମାଛଧରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ନଦୀ ମୁହାଣ ଓ ଉପକୂଳବର୍ତ୍ତୀ ସମୁଦ୍ରରେ ଶନିବାରଠାରୁ ମାଛଧରା ନିଷେଧ କରାଯାଇଛି। ଏହି ପ୍ରତିବନ୍ଧ ଏପ୍ରିଲ ମାସ ୧୫ ତାରିଖରୁ ଜୁନ୍ ମାସ ୧୪ ଯାଏଁ ୬୧ ଦିନ ପାଇଁ...

ଅଶାନ୍ତ ସମ୍ବଲପୁର: ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରୀରୁ ଅନିର୍ଦିଷ୍ଟ...

ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ପ୍ରବାସୀ ଓଡ଼ିଆମାନେ ପାଳନ କରିଛନ୍ତି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ଶୁକ୍ରବାର ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ବାହାରିନ ଓଡ଼ିଆ ସମାଜର...

ଖରାରେ ସିଝୁଛି ଓଡ଼ିଶା, ବିଶ୍ଵର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ଓ ଝାରସୁଗୁଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଶୁକ୍ରବାର ବିଶ୍ଵର ୧୦ଟି ଉତ୍ତପ୍ତ ସହର ମଧ୍ୟରେ...
job

ଓଡ଼ିଶା ଉଠା ଜଳସେଚନ ନିଗମରେ ୧୦୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’ ୧୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ପକ୍ଷରୁ ୧୦୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଲଆଇସିରେ ବିଭିନ୍ନ ବିଭାଗରେ ଖାଲିଥିବା ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଓ...

ଝିଅରୁ ପୁଅ ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=0wYFJnA5Ark] ଝିଅ ହୋଇ ଜନ୍ମ ହୋଇଥିଲେ, ହେଲେ ଆଜି ତାଙ୍କର ପରିଚୟ ଜଣେ ପୁରୁଷର। ସେ ହେଉଛନ୍ତି ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ଏହି ପରିଚୟ ପାଇଁ ସୁମନଙ୍କୁ ଅନେକ ସଂଘର୍ଷ କରିବାକୁ...

ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ‘ଓଡ଼ିଆ ପିଲାଙ୍କ ସାହିତ୍ୟ ଓ ଶିଶୁବୋଧ’ ଉପରେ ସ୍ୱତନ୍ତ୍ର ୱେବିନାର୍

ଓଡ଼ିଶାଲାଇଭ୍ ବ୍ୟୁରୋ (ବୈଜୟନ୍ତୀ ମାଳା ମହାପାତ୍ର): ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ରବିବାର ଦିନ ଏକ ସ୍ୱତନ୍ତ୍ର ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ଓଡ଼ିଆ ପିଲାଙ୍କ ସାହିତ୍ୟ ଓ ଶିଶୁବୋଧ’ ଶୀର୍ଷକ ଉପରେ...

“ପାର୍କିନସନ ରୋଗୀଙ୍କୁ ସଚେତନତାର ଆବଶ୍ୟକତା ରହିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନସନ ଦିବସ ପାଳିତ ହୋଇଯାଇଛି। ପାର୍କିନସନ...

ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥ କାଠ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ପୁରୀକୁ ଯାଇଛି ରଥ କାଠ। ଚଳିତ ବର୍ଷକୁ ମିଶାଇ ଷଷ୍ଠ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ପୁରୀକୁ...