ଛାତ୍ର ଜୀବନରୁ କଂଗ୍ରେସରେ ଅଛି, ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି: ନବ ଦାସ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବଦାସ। ଶନିବାର ନବଦାସ ଏକ ପ୍ରେସ ରିଲିଜ...

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତିରୋଧାନ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସ୍ଵାଧିନତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୮ତମ ତିରୋଧାନ ଦିବସ। ୧୮୭୫ ମସିହାରେ ୩୧ ଅକ୍ଟୋବର ଗୁଜୁରାଟର ଏକ କୃଷକ ପରିବାରରେ...

ଭୁବନେଶ୍ୱରେ ମଲାକାଉ ଠାବ, ବାର୍ଡ ଫ୍ଲୁ ଆଶଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ଶୁକ୍ରବାରଠୁ କୁକାଡ଼ାମରା ଅଭିଯାନ ଜାରି ରହିଥିବା ବେଳେ ଶନିବାର ସକାଳେ ଭୁବନେଶ୍ୱରରେ ମଲା କାଉକୁ ଠାବ କରାଯାଇଛି। ଯାହାପରେ ରାଜଧାନୀବାସୀ ବାର୍ଡ ଫ୍ଲୁର ଆଶଙ୍କା...

ଆସନ୍ତା ମାସରେ ଖୋଲିବ ବମିଖାଲ ଓଭରବ୍ରିଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ-ପୁରୀ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ବହୁ ପ୍ରତିକ୍ଷୀତ ବମିଖାଲ ଓଭରବ୍ରିଜ୍ ଆସନ୍ତା ଜାନୁଆରୀ ମାସରେ ଲୋକାର୍ପିତ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଏବେ ...

ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର-୧ ଯବାନ ସହିଦ, ୩ ଆତଙ୍କବାଦୀ ମୃତ

ଓଡ଼ିଶଲାଇଭ ବ୍ୟୁରୋ ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କାବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ସ୍ପଷ୍ଟ ହୋଇଛି।...

ପିସିରେ ପେଶି ହେଉଛନ୍ତି ରାଜ୍ୟବାସୀ:ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକରୁ  ରାଜ୍ୟରେ ପିସି ଆଦାୟ ହେଉଛି। ଗରିବ ଗୁରୁବାଙ୍କ ପାଇଁ ନରେନ୍ଦ୍ର ମୋଦି ଦେଇଥିବା ପ୍ରଧାନ...

ରାଜସ୍ଥାନରେ ‘ରାଜନୀତିର ଯାଦୁଗର’, ଏମିତି ରହିଛି ଗେହଲଟଙ୍କ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ପକ୍ଷରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଅଶୋକ ଗେହଲଟଙ୍କୁ ପୁଣି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରାଯାଇଛି। ଲମ୍ଵା ସମୟ ଧରି ରାଜନୀତିରେ ସକ୍ରିୟ ଗେହଲଟ ରାଜସ୍ଥାନରେ ବହୁତ ଲୋକପ୍ରିୟ ନେତା...

ଭୁବନେଶ୍ୱରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଓଡ଼ିଶାଲାଇଭ ବ୍ୟୁରୋ ଗୌହାଟିରୁ ଚେନ୍ନାଇ ଯାଉଥିବା ବେଳେ ଭୁବନେଶ୍ୱର ବିମାନ ଜରୁରୀ ଅବତରଣ କରିଛି। ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ୩ ମାସର ଶିଶୁ ଅସୁସ୍ଥ ଯୋଗୁଁ ଜରୁରୀ ଅବତରଣ କରିଛି ଇଣ୍ଡିଗୋ...

ସାରା ରାଜ୍ୟରେ କୋହଲା ପାଗ, ୧୬ ଓ ୧୭ ଦୁଇଦିନ  ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ଆଡ଼କୁ ମାଡିଆସୁଛି ବାତ୍ୟା। ଯାହାଫଳରେ ୧୬ ଏବଂ ୧୭ ଦୁଇଦିନ ଧରି ପ୍ରବଳ ବର୍ଷା ହେବା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ବର୍ଷାଯୋଗୁଁ...

ଜାଣନ୍ତୁ କେମିତି ରହିଛି ସଚିନ ପାଇଲଟଙ୍କ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ କଂଗ୍ରେସର ଯୁବନେତା ସଚିନ୍ ପାଇଲଟ। ବୟସ କମ୍ ହୋଇଥିଲେ ମଧ୍ୟ ରାଜନୈତିକ ଗୋଟି ଚଳାଇବାରେ ସେ ମାହିର। କଂଗ୍ରେସର ଯୁବ ବ୍ରିଗେଡର ମଧ୍ୟରେ ସଚିନଙ୍କ...