ଧର୍ମେନ୍ଦ୍ର ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପରାଜିତା ଷଡ଼ଙ୍ଗୀ ପଦ୍ମ ଧରିବା ପରେ ଓଡ଼ିଶା ବିଜେପିରେ ବଢ଼ିଲା ନେତୃତ୍ୱ କନ୍ଦଳ। ଓଡ଼ିଶାରେ ଯଦି ବିଜେପି ୨୦୧୯ରେ ସରକାର ଗଢ଼େ ତାହାଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏହି ପ୍ରଶ୍ନ ଗତ...

ବାରବାଟୀରେ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ସମାରୋହ – କଟକକୁ ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_slqeTUzqdk କଟକରେ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୁଧବାର ସିଲଭର ସିଟି କଟକରେ ବି ଆୟୋଜିତ ହେଉଛି ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ସମାରୋହ। ଏହି କାର୍ଯ୍ୟକ୍ରମ କଟକର...

କଳିଙ୍ଗରେ ଭଲ ପ୍ରଦର୍ଶନ କରିବ ଭାରତୀୟ ହକି ଟିମ୍ – ହରେନ୍ଦ୍ର ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଭାରତୀୟ ହକି ଟିମ୍‌ରେ ଦକ୍ଷ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବିଶ୍ଵକପ୍ ପାଇଁ ଭାରତୀୟ ଟିମ୍ ଭଲଭାବେ ପ୍ରସ୍ତୁତି କରିଛି। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ। ଦର୍ଶକମାନଙ୍କ...

ଖାରବେଳଙ୍କୁ ଆକ୍ରମଣ ଘଟଣା – ତଦନ୍ତ ପାଇଁ କାଶୀପୁରରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ 

ଓଡ଼ିଶାଲାଇଭ୍ ବ୍ୟୁରୋ କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କିଛି ଦିନ ତଳେ ରାୟଗଡ଼ା କାଶୀପୁରରେ ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଏବେ...

ନବରଙ୍ଗପୁର ଥାନା ହେଲା ଆଦର୍ଶ ଥାନା 

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଥାନାକୁ ଆଦର୍ଶ ଥାନା ଭାବେ ସୋମବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମନୋହର ରନ୍ଧାରୀ ଏହି...

ଇତିହାସ ରଚିବ କଳିଙ୍ଗ ଷ୍ଟାଡିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ      [youtube https://www.youtube.com/watch?v=_slqeTUzqdk] ପୁରୁଷ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ହୋଇଥିବା ଭବ୍ୟ ଆୟୋଜନ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି। ଆଉ କିଛି ସମୟର ଅପେକ୍ଷା ପରେ...

ରିଲିଜ୍ ହେଲା ହକି ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆର ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_slqeTUzqdk ହକି ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆର ଭିଡିଓ ରିଲିଜ୍ ହେଲା। ହକି ବିଶ୍ୱକପ ସଙ୍ଗୀତ ଭିଡିଓ ମଙ୍ଗଳବାର ରିଲିଜ ହୋଇଛି। ପ୍ରଶଂସକଙ୍କୁ ଏହି ସଙ୍ଗୀତଟି ବେଶ୍ ପସନ୍ଦ ଆସିଛି।...

ମାଧୁରୀ ପରେ ଏବେ ଶାହରୁଖଙ୍କୁ ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=_slqeTUzqdk] ହକି ମହାକୁମ୍ଭର ଉଦ୍‌ଘାଟନୀ ସମାରୋହ ପାଇଁ ଆଉ ମାତ୍ର କିଛି କ୍ଷଣ ରହିଲା। ଏହି ସମାରୋହରେ ତଡକା ଲଗେଇବା ପାଇଁ ଆସି ପହଞ୍ଚିଲେଣି ଓସ୍କାର ବିଜେତା ଏ ଆର ରେହମାନ...

ବିଏମଡବ୍ଲୁ କିଣିଲେ ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୌଡ଼ରାଣୀ ଦୂତୀ ଚାନ୍ଦ କିଣିଲେ ବିଏମଡବ୍ଲୁ।  ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସୋମବାର ପୂରଣ ହୋଇଛି। କାରଣ ସେ ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି। ଏହି ଅବସରରେ ସେ କହିଛନ୍ତି, “ପିଲାଦିନୁ ମୁଁ...

ପୁଣି ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ଏନ୍‌କାଉଣ୍ଟର – ୨ ଆତଙ୍କବାଦୀ ନିହତ, ଜଣେ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ମଙ୍ଗଳବାର ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଣିଥରେ ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି...