ବିୟର ଫ୍ୟାକ୍ଟ୍ରିକୁ ରେଡ୍ ସିଗ୍‌ନାଲ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ବାତିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲାର ବଳରାମପୁରଠାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତିଲ...

ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହୁଏ ତୈମୁରଙ୍କ ଫଟୋ?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ତୈମୁରଙ୍କ ଗୋଟିଏ ଫଟୋର ମୂଲ୍ୟ କେତେ ଜାଣନ୍ତି? ଏନେଇ ପ୍ରଥମଥର ପାଇଁ ସୂଚନା ଦେଇଛନ୍ତି ବାପା ସୈଫ ଅଲ୍ଲୀ ଖାନ୍। ବଲିଉଡର ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁରଙ୍କ...

ଶପଥ ପାଠ କଲେ ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଅକ୍ଷୟ ମିଶ୍ର ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହରି। ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି।...

ନବରଙ୍ଗପୁର ଆଇନଜୀବୀ ସୀମାଦ୍ରୀ ମିଶ୍ର ଚକ୍ଷୁ ଚିକିତ୍ସାଳୟର ଶିଳାନ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆଇନଜୀବୀ ସୀମାଦ୍ରୀ ମିଶ୍ରଙ୍କ ଜନ୍ମ ଶତବାର୍ଷିକ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ...
nilakantha das

Nilakantha Das and his four rupee scholarship

Sambeet Dash Sambeet Dash, an NRO technocrat, in the US, makes an attempt to recapitulate the life and time of Pandit Nilakantha Das, a freedom...

ଏଟିଏମ୍‌ ଭିତରେ ଗଣଦୁଷ୍କର୍ମ – ଅଭିଯୋଗ ଆଣିଲେ ପୀଡ଼ିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଏକ ଲଜ୍ଜାକର ଘଟଣା ଘଟିଛି। ସେଠାରେ ଥିବା ଏକ ଏଟିଏମ୍‌ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଶନିବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। ଏଥିସହ ଏବିଷୟରେ ଅଭିଯୋଗ ହୋଇଛି। ଅଭିଯୋଗ...

ଆଜିଠୁ ପଞ୍ଚୁକ ବ୍ରତ –  ଶ୍ରୀକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍ତ୍ତିକ ମାସ ବା ଧର୍ମ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବୋଲି କୁହାଯାଏ। ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ...

ସାମ୍ବାଦିକ ହେବେ ମୀରା ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ଭାରତ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ତଥା ସମାଜସେବୀ ମୀରା ପରିଡ଼ା ଏବେ ଜନମଙ୍ଗଳପାଇଁ ହେବେ ସାମ୍ବାଦିକ। "ସାମ୍ବାଦିକ ଏମିତି ଏକ ପେସା ଯେଉଁଥିରେ ସମାଜର ପ୍ରକୃତ ସତ୍ୟକୁ ଲୋକଙ୍କ ସାମ୍ନାକୁ ଆଣିହେବ।...

ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।...

ତୃତୀୟ ଦିନରେ ବି ଗୃହରେ ହଟ୍ଟଗୋଳ, ୩ଟା ଯାଏଁ ଗୃହ ମୁଲତବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବିଧାନସଭାର ତୃତୀୟ ଦିନରେ ବି ଗୃହରେ ସମାନ ପରିସ୍ଥିତ ଦେଖିବାକୁ ମିଳିଛି। ସୋମବାର ବିରୋଧୀ ଦଳ କଂଗ୍ରେସ, ଢେଙ୍କାନାଳ ଗଛ କଟା ପ୍ରସଙ୍ଗରେ ଗୃହ ମୁଲତବି ରଖିବାକୁ ପ୍ରସ୍ତାବ ଦେଇଛନ୍ତି।...