ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗ – ଶୁକ୍ରବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ସମ୍ବିଧାନର ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ସପ୍ତାହଠାରୁ ଆରମ୍ଭ ହୋଇଥିବା ମାରାଥନ୍ ଶୁଣାଣି ପରେ...

ବଲିଉଡର ଟପ୍ ନିର୍ଦ୍ଦେଶକଙ୍କ ପତ୍ନୀଙ୍କ ସମ୍ପର୍କରେ ଜାଣନ୍ତୁ…

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଅଧିକାଂଶ ଖ୍ୟାତନାମା ନିର୍ଦ୍ଦେଶକ ନିଜର ସିନେମା ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ହେଲେ ସେମାନଙ୍କ ପତ୍ନୀଙ୍କ ସମ୍ପର୍କରେ ଖୁବ୍ କମ୍ ଜାଣିବାକୁ ମିଳିଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଲୋକପ୍ରିୟ...

ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ପାକୁଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ପଛରେ ବିଜେପି ଯୁବମୋର୍ଚ୍ଚାର ହାତ ରହିଥିବା କୁହାଯାଉଛି। ସ୍ୱାମୀ ଅଗ୍ନିବେଶ ଏକ...

ଚିଲିକା ଡଙ୍ଗାବୁଡ଼ିର ରହସ୍ୟ – ଦଦରା ନାଆ ନେଲା ୬ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=V8cQeWnGiLY] ଚିଲିକା ଡଙ୍ଗାବୁଡ଼ିର ସେହି କରୁଣ ସନ୍ଧ୍ୟାକୁ କାନ୍ଦି କାନ୍ଦି ମନେପକାଇଛନ୍ତି ଭୁବନେଶ୍ୱରର ସ୍ୱର୍ଣ୍ଣ ଦାସ। ଚିଲିକାରେ ତିନି ବର୍ଷର ପୁଅକୁ ହରାଇଥିବା ସ୍ୱର୍ଣ୍ଣ ଡଙ୍ଗାବୁଡ଼ିର ପ୍ରକୃତ ସତ୍ୟକୁ 'ଓଡ଼ିଶାଲାଇଭ୍‌' କ୍ୟାମେରା...

ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲର ବିରଳ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶହେ ବର୍ଷରୁ ଅଧିକ ବୟସର ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରି ଏକ ବିରଳ ରେକର୍ଡ କରିଛି କ୍ୟାପିଟାଲ ହସ୍ପିଟାଲ। ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ...

ଫର୍ମାଲିନ୍ ତନାଘନା – କଟକ ମାଛକୁ କ୍ଲିନଚିଟ୍, ସମ୍ବଲପୁର ଓ ବଲାଙ୍ଗିରରେ ଚଢ଼ାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଷ ମାଛକୁ ନେଇ ତନାଘନା। କଟକ ପରେ ସମ୍ବଲପୁର ଓ ବଲାଙ୍ଗିର ମାଛ ମାର୍କେରୁ ସଂଗ୍ରହ ହେଲା ନମୁନା। ଆନ୍ଧ୍ରରୁ ଆସୁଥିବା ମାଛରେ ମିଶୁଛି ବିଷ! ଭୁବନେଶ୍ୱରରେ ପାମ୍ପ୍ରେଟ ମାଛରୁ ଏହା ଜଣାପଡ଼ିବା...

ଗୀତରେ ଗୀତରେ ରସଗୋଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରସଗୋଲାକୁ ନେଇ ସୁମଧୁର ଗୀତ। ଓଡ଼ିଆଙ୍କର ସବୁଠୁ ପ୍ରିୟ ମିଠା 'ରସଗୋଲା'କୁ ନେଇ ଏକ ଗୀତ ରଚନା କରାଯାଇଛି। ଓଡ଼ିଶାର ପ୍ରସିଦ୍ଧ ପାହାଳ ରସଗୋଲାଠାରୁ ଆରମ୍ଭ କରି ସାଲେପୁର ରସଗୋଲାକୁ ନେଇ ଏକ...

ଅଶୀ ବର୍ଷ ବୟସରେ ବି ଯଲିଉଡରେ ସକ୍ରିୟ ‘ଶାଗୁଣା ବସିଛି ଡେଣା ମେଲାଇ’ର ନିର୍ଦ୍ଦେଶକ ସଚ୍ଚି ଦାସ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଯାତ୍ରାଜଗତର ଭୀଷ୍ମ ପିତାମହ ଭାବେ ପରିଚିତ ବରିଷ୍ଠ ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ଖୋଲାକଥା ବି ଖୁବ୍ ରୋକ୍‌ଠୋକ୍। ସଚ୍ଚି ଦାସ ଯଲିଉଡର ‘ଭୀଷ୍ମ ପିତାମହ’ ଭାବେ ବେଶ୍‌ ଜଣାଶୁଣା। ସେଭଳି ସମ୍ମାନ...

ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ବନ୍ୟା ମୁକାବିଲା ପାଇଁ ସଜାଗ ରୁହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ୍ ହୋଇଯାଇଛି। ଚାଷଜମି ଜଳମଗ୍ନ...

‘ଏହା’ – ଓଡ଼ିଶାରେ ଫଳ ପ୍ରକ୍ରିୟାକରଣକୁ ନେଇ ଏକ ନୂଆ ଆଶା

ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି ବଜାରରେ ମିଳୁଥିବା ଅନେକ ଜୁସ୍‌ ଶୁଦ୍ଧ ଫଳରସ ନୁହେଁ! ତେଣୁ ଏବେ ଓଡ଼ିଶାର ବ୍ରାଣ୍ଡ ‘ଏହା’ ଗ୍ରାହକମାନଙ୍କୁ ଆଣିଦେଇଛି ଶୁଦ୍ଧ ଫଳରସରୁ ପ୍ରସ୍ତୁତ ଜୁସ୍‌ର ସ୍ୱାଦ। ଫଳବଜାରରେ ପ୍ରାୟ ସବୁବେଳେ ଅଡ଼ୁଆ!...