ମହାନଦୀ ମହାପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଦାୟୀ କଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାନଦୀକୁ ବିଜେଡି ଅସ୍ତ୍ର କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦି। "ମହାନଦୀକୁ ନେଇ ଅଯଥାରେ ବିବାଦ ତିଆରି...

ଓଲିଉଡର ଟପ୍ ହିରୋମାନେ ବି ସୁଟିଂବେଳେ ଆହତ ହୋଇଥିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସୁଟିଂ ସେଟରେ ବେଳେବେଳେ ଅଘଟଣ ଘଟିଥାଏ। ବଲିଉଡ୍ ଭଳି ଓଲିଉଡରେ ବି ସୁଟିଂ ସେଟରେ ନାୟକ ଆହତ ହେବାର ଘଟଣା ମଝିରେ ମଝିରେ ଶୁଣିବାକୁ ମିଳିଥାଏ। ଓଲିଉଡରେ ସୁଟିଂ ସେଟରେ ନାୟକ...

ମୋଦିଙ୍କ ଚାରି ବର୍ଷର ରିପୋର୍ଟ କାର୍ଡ: ଜାଣନ୍ତୁ କଟକ ଭାଷଣର ୨୦ଟି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ସମାବେଶରେ ଦେଇଥିବା ଭାଷଣର କୋଡ଼ିଏଟି ମୁଖ୍ୟ ଆକର୍ଷଣ। ୧. ଏନଡିଏ ସରକାର ୪ ବର୍ଷ ମଧ୍ୟରେ ଭାରତକୁ ଅବ୍ୟବସ୍ଥାରୁ ବ୍ୟବସ୍ଥାକୁ ଓ କୁଶାସନରୁ ଶାସନକୁ...

ସଫଳତାର ନୂଆ ଅଧ୍ୟାୟ: ପ୍ରଥମଥର ପାଇଁ ଓଡ଼ିଶାରେ କଳା ଧାନ ଚାଷ କଲେ କୋରାପୁଟର ନେତ୍ରାନନ୍ଦ ଲେଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଓଡ଼ିଶାରେ ଚାକ୍‍ ହାଓ ବା କଳା ଚାଉଳ। ଉତ୍ତର ପୂର୍ବ ଭାରତର କେତେକ ରାଜ୍ୟରେ ହେଉଥିବା କଳା ଧାନ ପ୍ରଥମଥର ପାଇଁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଚାଷ କରାଯାଉଛି। କୋରାପୁଟ ଜିଲ୍ଲା ପାତ୍ରପୁଟ...

କଟକରେ ପହଞ୍ଚିଲେ ମୋଦି, ବାୟୁସେନା ହେଲିକପ୍ଟରରେ ଆସିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଭୁବନେଶ୍ୱରରୁ କଟକରେ ପହଞ୍ଚିଛନ୍ତି। ବାଲିଯାତ୍ରା ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ବାୟୁସେନାର ହେଲିକପ୍ଟର ଅବତରଣ କରିବା ପରେ ମୋଦି...

ଭୁବନେଶ୍ଵରରେ ବିଳମ୍ବରେ ପହଞ୍ଚିବେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର...

ମୋଦି ପୁରୀରୁ ଲଢ଼ିବା ପ୍ରସଙ୍ଗ: ଅମିତ ଶାହା କହିଲେ, “ଏଯାଏଁ ଆସନ ସ୍ଥିର ହୋଇନି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନରେ ପୁରୀରୁ ଲଢ଼ିବା ପ୍ରସଙ୍ଗରେ ମତ ଦେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏଯାଏଁ ଆସନ ସ୍ଥିର ହୋଇନି। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ...

ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ: ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ...

ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...

ଆଇପିଏଲ ଫାଇନାଲରେ ଚେନ୍ନାଇ-ହାଇଦ୍ରାବାଦ ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ କ୍ୱାଲିଫାୟର୍‌ରେ ହାଇଦ୍ରାବାଦ ୧୪ ରନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି। ଆଇପିଏଲ -୧୧ ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍।  ଗତକାଲି...