ନବୀନଙ୍କ ନିଆରା ଷ୍ଟାଇଲ୍ – ବସ୍ରେ ବସିଲେ, ଟିକେଟ କାଟି ସଚିବାଳୟ ଆସିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନଙ୍କ ନିଆରା ଷ୍ଟାଇଲ୍ ବିରୋଧୀଙ୍କୁ କରୁଛି ସାବାଡ୍!
ଆଉ ୪ ମାସ ପରେ ଓଡ଼ିଶାରେ ହେବ ବିଧାନସଭା ଏବଂ ଲୋକସଭା ନିର୍ବାଚନ। ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ାଇବା ପାଇଁ ସୁପ୍ରିମୋ ନବୀନ...
୧୫ ଦିନର ଅପରେସନ ଶେଷ – ବାଘୁଣୀ ସୁନ୍ଦରୀକୁ କାବୁ କଲା ବନ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷରେ ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ସୁନ୍ଦରୀ। ଚନ୍ଦକାରୁ ଆସିଥିବା କୁମ୍କୀ ହାତୀ ଯଶୋଦା ପିଠିରେ ବସି ବନବିଭାଗ କର୍ମଚାରୀ ମାରିଥିବା ନିଶ୍ଚେତକ ଗୁଳିରେ ବାଘୁଣୀ ଅଚେତ ହେବା ପରେ ଅପରେସନ...
ଉପ-ନିର୍ବାଚନରେ ବିଜେପିକୁ ଝଟକା – ଲୋକସଭାରେ ୨୭୨କୁ ଖସିଲା ଆସନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୪ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯେତେ ଉପ-ନିର୍ବାଚନ ହୋଇଛି ଅଧିକାଂଶ ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।
କର୍ଣ୍ଣାଟକରେ ୩ ଲୋକସଭା ଏବଂ ୨ ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ...
ମୟୂରଭଞ୍ଜରେ ଗିରଫ ହେଲେ ୪ ଜଣ ଦଲାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ସୋମବାର ୪ଜଣ ଦଲାଲଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଲକ୍ଷ୍ୟାଧିକ ଟଙ୍କା ସମେତ ଵହୁ ଵେଆଇନ ସାମଗ୍ରୀ ଜବତ କରିଛି।
ଏହି ଦଲାଲମାନେ ବିଭିନ୍ନ ରାଜ୍ୟର ସେଲଟ୍ୟାକ୍ସ...
‘ମୋ ବସ୍’ରେ ବସିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ରେ ଟିକେଟ୍ କାଟିଲେ ମୁଖ୍ୟମନ୍ତ୍ରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଧାନସଭାକୁ ଗଲେ ମୁଖ୍ୟମନ୍ତ୍ରୀ
ଲୋକଙ୍କ ସହିତ ସେଲ୍ଫି ଉଠାଇଲେ
ବିନା ସୁରକ୍ଷା କର୍ମଚାରୀଙ୍କ ସହାୟତାରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରରେ...
କୃଷକଙ୍କ ପାଇଁ କୃଷି ଉତ୍ପାଦନର କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ କୃଷି ଉତ୍ପାଦନର କ୍ଲଷ୍ଟର ଶୁଭାରମ୍ଭ କରିଛନ୍ତି। ୧୨ଟି ଆଦିବାସୀ ଜିଲ୍ଲାର କୃଷକ ହେବେ ଉପକୃତ।
କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢ଼ିପ ଜମିରେ ଉଦ୍ୟାନ...
ହାତୁଡ଼ିରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପି ଗାଁରେ ମଙ୍ଗଳବାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ହାତୁଡ଼ିରେ ଛେଚି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି...
ଦୀପାବଳି ପୂର୍ବରୁ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଭୟଙ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଦିଲ୍ଲୀବାସୀ।
ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଥିସହ ଏଠାରେ ଦିନକୁ ଦିନ ପ୍ରଦୂଷଣର...
ସମୁଦ୍ର ମଝିରେ କୌଶଳ ପ୍ରଦର୍ଶନ କଲା ‘ଆଇଏନ୍ଏସ୍ ଅରିହନ୍ତ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ାଜାହାଜ 'ଆଇଏନ୍ଏସ୍ ଅରିହନ୍ତ' ସୋମବାର ପ୍ରତିରୋଧ ପାଟ୍ରୋଲିଂ ଶେଷ କରିଛି। ଏହା ବିଧିବଦ୍ଧ ଭାବେ ସମୁଦ୍ରରେ କୌଶଳ ପ୍ରଦର୍ଶନ କରିଛି।
ଏହି ସ୍ୱତନ୍ତ୍ର ଧରଣର ବୁଡ଼ାଜାହାଜ ସମୁଦ୍ରରେ ଗୋପନ...
ରାଜ୍ୟର ୧୦ଟି ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ବା ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯିବ। ହେଲେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରେ...





















