ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେଲେ କୃଷ୍ଣ ସଗରିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମଙ୍ଗଳବାର ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଛନ୍ତି।
ଇସ୍ତଫା ଦେବା ନେଇ ସେ ଗତ ୩୦ ତାରିଖରେ...
ଧରାପଡ଼ିଲା ‘ସୁନ୍ଦରୀ’ – ବାଜିଲା ନିଶ୍ଚେତକ ଗୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଧରାପଡ଼ିଲା ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’।
ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଅଚେତ ହେଲା ସୁନ୍ଦରୀ। ସୋମବାର ଟ୍ରାଙ୍କୁଲାଇଜ୍ କରାଯାଇ ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରାଯାଇଛି। ଚନ୍ଦକାରୁ...
କର୍ଣ୍ଣାଟକ ଉପ-ନିର୍ବାଚନ – ବାଜି ମାରିଲା କଂଗ୍ରେସ-ଜେଡିଏସ୍ ମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକର ୩ ଲୋକସଭା ଏବଂ ୨ ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପିକୁ ପଛରେ ପକାଇ କଂଗ୍ରେସ-ଜେଡିଏସ୍ ମେଣ୍ଟ ବାଜି ମାରିଛି।
ମାଣ୍ଡ୍ୟା ଲୋକସଭା ଆସନରେ...
ଓଡ଼ିଶା ଆସିବେ ମୁକେଶ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନଭେମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭ୍। ଏହି କନକ୍ଲେଭରେ ଯୋଗ ଦେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ...
ସ୍ମାର୍ଟ ସିଟିରେ ଗଡ଼ିଲା ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି।
ଆଗକୁ ରହିଛି ହକି ବିଶ୍ୱ କପ୍। ତେଣୁ ଖେଳ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଜନାସଗାଗମ ହେବ। ଖାସ୍...
ଦୀପାବଳିରେ ମାତ୍ର ଦୁଇଘଣ୍ଟା ଫୁଟିବ ବାଣ, କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶାବଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଦିନ ପାଳିତ ହେବ ଆଲୋକର ପର୍ବ ଦୀପାବଳି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଙ୍ଗୀନ ଆଲୋକରେ ଆଲୋକିତ ହେବ। ଦୀପାବଳିରେ ବାଣ ଫୁଟାଇବାକୁ ସର୍କୁଲାର ଜାରି କଲା କମିଶନରେଟ...
ବିଶ୍ୱାସ ନହେଲେ ବି ସତ! ମୃତ୍ୟୁର ୪ ଘଣ୍ଟା ପରେ ହଲିଲା ଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରୋକ୍ତ ଶୀର୍ଷକଟିକୁ ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପରିବାରବର୍ଗ ତାଙ୍କ ଅନ୍ତିମ ସଂସ୍କାରର...
ଡେବ୍ୟୁ ଫିଲ୍ମରେ ଇଣ୍ଟିମେଟ୍ ସିନ୍ କରିଥିବା ଓଲିଉଡ ନାୟିକା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏମିତି କେତେ ଜଣ ଓଡ଼ିଆ ନାୟିକା ଅଛନ୍ତି, ଯେଉଁମାନେ ଡେବ୍ୟୁ ଫିଲ୍ମରେ ନାୟକଙ୍କ ସହ ହଟ୍ ସିନ୍ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ କାହାଣୀ…
ଓଲିଉଡରେ ଏମିତି କିଛି ହିରୋଇନ୍ ଅଛନ୍ତି,...
ୟୁଜର୍ସଙ୍କୁ ଟ୍ରେନିଂ ଦେବ ହ୍ୱାଟସଆପ୍, ରୋଜଗାର କରିପାରିବେ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ବଢ଼ିଚାଲିଛି ହ୍ୱାଟସଆପ୍ର ବ୍ୟବହାର। ତେବେ ଏପର୍ଯ୍ୟନ୍ତ ଆପଣ ହ୍ୱାଟସଆପ୍ରେ ନିଜ ପ୍ରିୟଜନଙ୍କ ସହ ଚାଟିଂ କରୁଥିବେ କିମ୍ବା ଫଟୋ, ଭିଡିଓ ଏବଂ ଅଡିଓ ସେୟାର କରୁଥିବେ। କିନ୍ତୁ ଏଣିକି...
ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ – ରାଷ୍ଟ୍ରାୟତ ଉଦ୍ୟୋଗ ଅଫିସ ଘେରିଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ୨୦୧୪ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେ ରକ୍ଷା କରି ନାହାନ୍ତି।...




















