ଆଇସିୟୁ ଭିତରେ ଗଣଦୁଷ୍କର୍ମ – ଜୀବନ ସହ ସଂଘର୍ଷ କରୁଛି ପୀଡ଼ିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶ ବରେଲିରେ ଲଜ୍ଜା। ଆଇସିୟୁ ବେଡ୍‌ରେ ଗଣଦୁଷ୍କର୍ମ ଅଭିଯୋଗ। ହସ୍ପିଟାଲ ଆଇସିୟୁ ବେଡ୍‌ରେ ନାବାଳିକା ସହ ଗଣଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ। ୫ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମରେ...

ପୋଲିସ ଗୁଳିରେ ନିହତ ହେଲେ ୫ ମାଓବାଦୀ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା। ୫ ହାଡ୍‌କୋର ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଥିବା ବେଳେ ଆଉ ୨ ଜଣଙ୍କର...

ନେତା, ଅଫିସରଙ୍କୁ ଗାଁରେ ପୂରାଇ ଦେବେନି ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ଚାଷୀ। "ପଦଯାତ୍ରାରେ ଆସିଥିବା ଚାଷୀମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ପୂରାଇ ଦେଲେନି। ଏହାର ପରିଣାମ ଆଗାମୀ ନିର୍ବାଚନରେ ପ୍ରତିଫଳନ ହେବ। ଗାଁ ଗାଁରେ ଚାଷୀ ଆନ୍ଦୋଳନ ଜୋରଦାର...

୩୫, ୪୯୦ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ସଚିବାଳୟରେ ଓଡ଼ିଆ ଭାଷାବୃତ୍ତି ଓ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନ କରିଛନ୍ତି। ଏହାସହ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍ ପ୍ରଦାନ କରିଛନ୍ତି। ଏହାସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା...

ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ତାଲା ଠୁଙ୍କିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ବେକାରୀ ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ବିଫଳ। ଓଡ଼ିଶାରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ପ୍ରହସନ ଚଳାଇଥିବା ଅଭିଯୋଗ...

ବଜାରକୁ ଆସିଲା ବାବା ରାମଦେବଙ୍କ ‘ସଂସ୍କାରୀ’ କପଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନି 'ପତଞ୍ଜଳି' ଏବେ ପୋଷାକ ବ୍ୟବସାୟରେ ପାଦ ଥାପିଛି। ଧନତେରସ ଅବସରରେ 'ପତଞ୍ଜଳି ପରିଧାନ' ନାମରେ ନାମିତ ପ୍ରଥମ ସୋ ରୁମକୁ ବାବା ରାମଦେବ  ନିଜେ...

ଚାଷୀଙ୍କୁ ରାଜଧାନୀ ମନା – ସାରାଦିନ ଚାଲିଲା ଡ୍ରାମା, ପୋଲିସ ନାକେଦମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀଙ୍କୁ ନେଇ ରାଜଧାନୀରେ ହାଇଭୋଲଟେଜ ଡ୍ରାମା। ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର। ଚାଷୀଙ୍କୁ ଡରିଲେ ସରକାର! ରାଜଧାନୀ ଭୁବନେଶ୍ୱରରେ ଅନ୍ନଦାତାଙ୍କୁ ପୂରାଇ ଦେଲେନି। ପୋଲିସ ଲଗାଇ ରାଜଧାନୀର ପ୍ରବେଶ ପଥରେ ଅଟକାଇଲେ। ଶେଷରେ ଚାଷୀ...

ଦୀପାବଳି ପାଇଁ ଜିଓର ଆକର୍ଷଣୀୟ ଅଫର

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି। ଏହା ମାଧ୍ୟମରେ ଗ୍ରାହକ ମାତ୍ର ୧୬୯୯ ଟଙ୍କା ଦେଇ ସମ୍ପୂର୍ଣ୍ଣ ୧ ବର୍ଷ ଯାଏଁ ସେବା...

ଜାନୁଆରୀ ୧୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୧୧ ଦିନ ଧରି ବରଗଡ଼ରେ ଚାଲିବ କଂସ ରାଜାଙ୍କ ରାଜୁତି। ଜାନୁଆରୀ ୧୧ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ରେ ଦେଖିବାକୁ ମିଳିବ କଂସ ରାଜୁତି ...

ଚାଷୀଙ୍କ ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି। ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଗଠନ ହୋଇଛି ମନ୍ତ୍ରିସ୍ତରୀୟ କମିଟି। ଏବିଷୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି।...