ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା – ୩ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ...

ବିଧାନସଭା ଗୃହ କମିଟି ଆଗରେ ସତ୍ୟପାଠ ଦାଖଲ କଲେ ଅଭିଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସତ୍ୟପାଠ ଦାଖଲ କରିବାପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ ଆୟାର ମିତ୍ର।  ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର। ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ...

ଖଣ୍ଡଗିରିରେ ଜଳିଗଲା ୨ଟି ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଖଣ୍ଡଗିରିରେ ୨ଟି ବସ୍‌ ଜଳିଯାଇଛି। ଖଣ୍ଡଗିରିରେ ଜଳିଯାଇଛି ଦୁଇଟି ବସ୍। ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଏଭଳି ଏକ ଅଘଟଣ। ୧୧...

ଖୁଣ୍ଟରେ ପିଟି ହେଲା ଟ୍ରକ – ଜଣେ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏନଏଚ ୪୯ ଓସିଟି ଅଫିସ ନିକଟରେ ଶୁକ୍ରବାର ଝାରସୁଗୁଡ଼ାରୁ ଯାଉଥିବା ଏକ ଟ୍ରକ (ଓଆର ୧୬ସି ୧୧୧୩) ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ...

ଜାଣନ୍ତୁ କେଉଁ ବଲିଉଡ ଅଭିନେତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ନାୟିକାମାନେ ଅନେକ ସମୟରେ ଫ୍ୟାନମାନଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥାନ୍ତି। ସେଭଳି କିଛି ଅଘଟଣ ସମ୍ପର୍କରେ ଆସନ୍ତୁ ଜାଣିବା… ବଲିଉଡ ଷ୍ଟାରମାନଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ।...

ଓକିଲ ପୋଷାକ ପିନ୍ଧି ଅଡୁଆରେ ବିଗ୍ ବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୋଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ। କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏଭରେଷ୍ଟ ମସଲା ପାଇଁ ଏକ ବିଜ୍ଞାପନ...

ବାଘୁଣୀକୁ ଧରିବ ହାତୀ! ସୁନ୍ଦରୀ ପାଇଁ ଚନ୍ଦକାରୁ ସାତକୋସିଆ ଗଲା ଯଶୋଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକାରୁ ଗଲା ହାତୀ। ସାତକୋସିଆରେ ବନବିଭାଗର ସବୁପ୍ରକାର ଉଦ୍ୟମ ବିଫଳ ହୋଇଛି। ଯେତେ ଚେଷ୍ଟା କଲେ ବି ମଣିଷ ଖିଆ ବାଘୁଣୀ ସୁନ୍ଦରୀକୁ ଧରିବା ସମ୍ଭବ...

ବିବାହକୁ ୬ ମାସ ପୂରିନି – ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ତେଜପ୍ରତାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୧୨ରେ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଲାଲୁଙ୍କ ପୁଅ ତେଜପ୍ରତାପ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ...

ଆଇସିସି କ୍ରିକେଟ ବିଶ୍ୱକପକୁ ଆଉ ୭ ମାସ – ଟିମ୍ ଇଣ୍ଡିଆର କସରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ୱକପକୁ ନେଇ ଟିମ୍‌ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଆଇସିସି କ୍ରିକେଟ ବିଶ୍ୱକପ ପାଇଁ ଆଉ ୭ ମାସରୁ କମ୍ ସମୟ ରହିଛି। ବିଶ୍ୱକପରେ କେଉଁ ଖେଳାଳି ଟିମରେ...

ବେଆଇନ ବାଣ ତିଆରିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବନମାଳିପୁର ଗାଁରେ ବାଣ ତିଆରି କରୁଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମୃତ୍ୟୁ ପରେ ପୋଲିସ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି...