ଭୁବନେଶ୍ୱରରେ ବାଣ ବିସ୍ଫୋରଣ – ୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ନୂଆ ସାହିରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀପାବଳି ପାଇଁ ବାଣ ଭିଡ଼ୁଥିବା ବେଳେ...

ସେଲଫି ନେଲେ, କ୍ଷମା ମାଗିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ "ଏପରି କରିବା ମୋର ଭୁଲ, ମୁଁ ଆଉ ଏଭଳି ଭୁଲ କରିବି ନାହିଁ।" ଏହା କହିଛନ୍ତି, କୋରାପୁଟ ଜିଲ୍ଲାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରାଣୀ ସସ୍ମିତା ଦାସ। ନିକଟରେ ଜୟପୁର ଜିଲ୍ଲା...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଗୁରୁବାର ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ ଯଶିପୁର କାଳିଆଣି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟ...

ମହାରାଷ୍ଟ୍ରରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୩୦୨ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ବଢ଼ୁଛି ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୩୦୨ ବୃଦ୍ଧି ଏପର୍ଯ୍ୟନ୍ତ ୩୨୫ ରୋଗୀ ହସ୍ପିଟାଲରେ ଭର୍ତ୍ତି ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି...

ଦୀପାବଳି ପୂର୍ବରୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର!

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ବୁଧବାର ମଧ୍ୟରାତିରୁ ସବସିଡି ଓ ଅଣ ସବସିଡି ଏଲପିଜି ଦର ବୃଦ୍ଧି ପାଇଛି। ସବସିଡି ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨ ଟଙ୍କା ୯୪ ପଇସା...

ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ଚୋର

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍‌ ବାଲିସାହି ଫାଣ୍ଡି ଅଞ୍ଚଳରେ ବୁଧବାର ରାତିରେ ୮ ବର୍ଷର ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ଚୋର। ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା।...

କ’ଣ ଥିଲା ବିଗ୍‌ ବି ଓ କମେଡିଆନ୍ ମେହେମୁଦ୍‌ଙ୍କ ମଧ୍ୟର ସମ୍ପର୍କ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ମେହେମୁଦ୍‌ ହେଉଛନ୍ତି ଏକମାତ୍ର କମେଡିଆନ୍‌, ଯାହାକୁ ଫିଲ୍ମରେ ହିରୋଠାରୁ ବି ଅଧିକ ଗୁରୁତ୍ୱ ଦିଆଯାଉଥିଲା। ମେହେମୁଦ ଜଣେ ଜିନ୍ଦାଦିଲ୍ ମଣିଷ ଭାବେ ବେଶ୍‌ ସୁପରିଚିତ। ମେହେମୁଦଙ୍କୁ ହିରୋଠାରୁ ମଧ୍ୟ ଅଧିକ...

କେନ୍ଦ୍ରାପଡ଼ାରେ ମହା ଆଡମ୍ବରରେ ଆରମ୍ଭ ହେଲା ମେଳଣ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଛୁଳି ପଡ଼ୁଛି କେନ୍ଦ୍ରାପଡ଼ା ସହର। ବାଜା ବାଜଣା ସାଙ୍ଗକୁ ଘଣ୍ଟ ଘଣ୍ଟାର ଶବ୍ଦରେ କମ୍ପୁଛି ସହର। ସକାଳ ୯ଟା ଠାରୁ ପୁରୁଣା ମଟରଷ୍ଟାଣ୍ଡ ଥାନପତି ବାହାରି ସାହି ପରିକ୍ରମା କରି କେଶପୁର...

ଭୁବନେଶ୍ୱରରେ ‘ରନ୍ ଫର ୟୁନିଟି’ – ସାମିଲ ହେଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ  ଭୁବନେଶ୍ୱରରେ ଆୟୋଜିତ ‘ରନ୍ ଫର ୟୁନିଟି’ ମାରାଥନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଉଚିତ ସମ୍ମାନ ମିଳିଛି”...

ମରଣ ମୁହଁରୁ ଫେରି ଆସିଥିବା ମୁକୁଟ ଶର୍ମାଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Um6_zyZ0uOQ ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ଖସି ଆସିଥିବା ଦୂରଦର୍ଶନ ନ୍ୟୁଜ୍‌ ଟିମ୍‌ର ସହକାରୀ କ୍ୟାମେରାମ୍ୟାନ ମୌର ମୁକୁଟ ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ ହୋଇଛି। ଯାହାକୁ...