୨୦୧୯ ଲୋକସଭା ଭୋଟ – ଓଡ଼ିଶାରେ ଫୁଟିବ ପଦ୍ମ, ଖସିବ ବିଜେଡି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟରଙ୍କ ମୁଡ୍ ଏବେ କ'ଣ ଅଛି? ଏହା ଜାଣିବା ପାଇଁ ଏବିପି - ସି ଭୋଟରଙ୍କ ପକ୍ଷରୁ କରାଯାଇଥିଲା ସର୍ଭେ।
ଓଡ଼ିଶାରେ ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତାହାଲେ କିଏ ମାରିବ...
ବନ୍ଦ ହେଲା ୮୨୭ଟି ପର୍ଣ୍ଣ ୱେବସାଇଟ, ୟୁଜର ଖପ୍ପା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାର ୮୨୭ଟି ଅଶ୍ଳୀଳ ୱେବସାଇଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଓ ଇଂଲଣ୍ଡ ପରେ ବିଶ୍ୱରେ ଭାରତ ହେଉଛି ତୃତୀୟ ବଡ଼ ଦେଶ ଯେଉଁଠି ଅଧିକ ସଂଖ୍ୟାର...
ରାହୁଲଙ୍କୁ ଭେଟିଲେ ଚନ୍ଦ୍ରବାବୁ, ମହାମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡ଼ିଲେ ଚନ୍ଦ୍ରବାବୁ ନାଇଡ଼ୁ।
୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ମହାମେଣ୍ଟ ଗଠନ କରିବା ଉପରେ କଂଗ୍ରେସ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଜେପି ବିରୋଧୀ...
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଗର୍ଜନ ସମାବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଗର୍ଜନ ସମାବେଶ ପାଳିତ ହୋଇଥିଲା। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସୁପରିଟେଣ୍ଟେଙ୍କ ପ୍ରତି ମୟୂରଭଞ୍ଜ...
୩-୧ରେ ସିରିଜ ପୋଛିନେଲା ଭାରତ – ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାଜିତ କରିଛି।
ପଞ୍ଚମ ତଥା ଅନ୍ତିମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇ ୩-୧ରେ ସିରିଜ ହାତେଇଛି ଟିମ୍ ଇଣ୍ଡିଆ। ଉଭୟ ବୋଲିଂ ଓ ବ୍ୟାଟିଂରେ...
ଅଲିଭରିଡଲେଙ୍କ ସୁରକ୍ଷା ଚିନ୍ତା – ଆଜିଠାରୁ ସମୁଦ୍ରରେ ମାଛ ଧରିବା ପାଇଁ ଲାଗିଲା କଟକଣା
କେନ୍ଦ୍ରାପଡାରୁ ନାରାୟଣ ସାହାଣୀ
ନଭେମ୍ବର ପହିଲାରୁ ୨୦୧୯ ମେ ୩୧ ତାରିଖ ପର୍ଯ୍ୟନ୍ତ ଅଲିଭ୍ରିଡଙ୍କ ସୁରକ୍ଷା ପାଇଁ ମାଛ ଧରିବା ଉପରେ ଲାଗିଲା କଟକଣା।
ନଭେମ୍ବର ୧ ତାରିଖ ଠାରୁ ମେ ୩୧ ତାରିଖ...
୯ ଜିଲ୍ଲାକୁ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱଳ୍ପ ବୃଷ୍ଟି ଯୋଗୁଁ ୯ ଜିଲ୍ଲାରେ ଦେଖାଦେଇଛି ମରୁଡ଼ି।
ରାଜ୍ୟ ସରକାର ୯ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକରେ ମୋଟ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ସେହି...
ନୂଆ ଟିମକୁ ଦାୟିତ୍ୱ ଦେଲେ ନିରଞ୍ଜନ, ଯୁବକଙ୍କ ଉପରେ ଭରସା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମରେ ଯୁବକମାନଙ୍କୁ...
ରାଜନଗର ସମୁଦ୍ର ଉପକୂଳରେ ବିଶାଳକାୟ ତିମିର ମୃତଦେହ ଠାବ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନାଞ୍ଚଳ ହାବେଳି ଖଟିର ସମୁଦ୍ର ଉପକୂଳରେ ଗୁରୁବାର ଏକ ବିଶାଳକାୟ ତିମିର ମୃତ ଦେହ ଠାବ କରାଯାଇଛି।
ସମୁଦ୍ର ମଧ୍ୟରେ ବାସ କରୁଥିବା ସମୁଦ୍ରର ସବୁଠାରୁ ବଡ଼ ଜଳଚର...
ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ।
ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର। ଏନେଇ ବୀର ସୁରେନ୍ଦ୍ର...





















