ଭୁବନେଶ୍ୱରରେ ଭୁଶୁଡ଼ିଲା ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ – ୩ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପାଇକନଗରରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ୱରସ୍ଥିତ ପାଇକନଗରରେ ଶୁକ୍ରବାର...

ଅମିତ ଶାହ କୋଲକାତାରୁ ପ୍ରାର୍ଥୀ ହେବେ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କୋଲକାତାରୁ ପ୍ରାର୍ଥୀ ହୋଇପାରନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ଲୋକସଭା ନିର୍ବାଚନରେ କୋଲକାତାରୁ ପ୍ରାର୍ଥୀ ହେବେ? ଏହିଭଳି ଏକ ଖବର ଏବେ...

ବିଧାନସଭା ଗୃହ କମିଟିରେ ହାଜର ହେଲେ ଅଭିଜିତ ଆୟାର –  ଶନିବାର କରିବେ ସତ୍ୟପାଠ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସତ୍ୟପାଠ ଦାଖଲ କରିବାପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ ଅଭିଜିତ ଆୟାର ମିତ୍ର। ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର। ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ...

କୂଅରେ ଖସି ପଡ଼ିଲା ହାତୀ ଛୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ କୂଅ ଭିତରେ ଖସି ପଡ଼ିଛି ଏକ ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଶୁକ୍ରବାର ହାତୀଟି ଖସି ପଡ଼ିଥିବା ଦେଖିବାକୁ...

ଦେବଗଡ଼ରେ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବଗଡ଼ ଥାନା ବୁଢ଼ିବିଲ ଗ୍ରାମ ନିକଟରେ ବାଇକ୍‌ ଦୁର୍ଘଟଣାର ଜଣେ ଇ˚ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦେବଗଡ଼ ଥାନା ବୁଢ଼ିବିଲ ଗ୍ରାମ ନିକଟରେ ଏକ...

ଦେହରେ ୭୦ ଲକ୍ଷ ଟଙ୍କାର ସୁନା, ମାଳମାଳ ଆଭୂଷଣ ଦେଖି ପୋଲିସ ଟେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ସୁନା ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ସୁନା ପିନ୍ଧିବା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଦେହରେ ଦୁଇ କେଜି ଓଜନର ସୁନା ପିନ୍ଧି ହଟହଟା ହୋଇଛନ୍ତି ମଧ୍ୟପ୍ରଦେଶର...

ଇଣ୍ଟିମେଟ୍ ସିନ୍‌ ପାଇଁ ବେଶ୍‌ ଚର୍ଚ୍ଚିତ ଥିବା ହିନ୍ଦୀ ଫିଲ୍ମ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଆଜିକାଲି ଅନ୍ତରଙ୍ଗ ଦୃଶ୍ୟ ବା ଇଣ୍ଟିମେଟ୍‌ ସିନ୍‌ ଖୁବ୍‌ ମାମୁଲି ହୋଇଗଲାଣି। ଆସନ୍ତୁ ସେଭଳି କେତେକ ହିନ୍ଦୀ ସିନେମାର ସିନ୍‌ ସମ୍ପର୍କରେ ଜାଣିବା… ଆଜିକାଲି ଅଧିକାଂଶ ହିନ୍ଦୀ ସିନେମାରେ ବୋଲ୍ଡ...

ଗଜଲକ୍ଷ୍ମୀ ମେଳଣ ପଡ଼ିଆରୁ ଭୋଗ ନଖାଇ ଫେରିଗଲେ ଦୁଇଟି ମେଢ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ଦିନ ପରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ମେଳଣରେ ନୂଆ ଘଟଣା ସାମ୍ନାକୁ ଆସିଛି। ପ୍ରତି ବର୍ଷ ସମସ୍ତ ମେଢ଼ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆରେ ପହଞ୍ଚିବା ପରେ ଏକାଥରକେ ଭୋଗ ଲାଗି...

କଳିଙ୍ଗଷ୍ଟାଡିୟମରେ ହକି ପ୍ରଦର୍ଶନୀ ମ୍ୟାଚ – ନ୍ୟୁ ସାଉଥ୍ ୱାଲେସକୁ ହରାଇଲା ଓଡିଶା ଏକାଦଶ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ପୁରୁଷ ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହୋଇଛି ପ୍ରଦର୍ଶନୀ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁ ସାଉଥ୍ ୱାଲେସ ଏବଂ ଓଡ଼ିଶା ଏକାଦଶ ଟିମ୍।...

୨୦୦ ଛକା ମାରି ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆରେ ରେକର୍ଡ କରିଛନ୍ତି ଭାରତୀୟ ଷ୍ଟାର ଓପନର ରୋହିତ ଶର୍ମା। ୫୬ ବଲରେ ୫ଟି ଚୌକା ଓ ୬ଟି ଛକା ମାରି ଅପରାଜିତ ୬୩ ରନ କରି...