ଟେଲି ତାରକା ଶ୍ୱେତା ତିୱାରୀଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘କସୌଟି ଜିନ୍ଦେଗି କେ’ ଫେମ୍‌ ଶ୍ୱେତା ତିୱାରୀ ଘରୋଇ ହିଂସାର ଶିକାର ହେବା ସହ ଦୁଇ ଥର ବିବାହ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅଧିକ...

କଂଗ୍ରେସ ଗଠନ କଲା ମିଡିଆ ଓ ଯୋଗାଯୋଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ମୁକାବିଲା କରିବା ପାଇଁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ନିକଟରେ ୪୪ଟି ଆସନରେ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା କଂଗ୍ରେସ ଶନିବାର ମିଡିଆ ଏବଂ ଯୋଗାଯୋଗ ବିଭାଗ...

ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ, ଅଭିଯୁକ୍ତଙ୍କ ଜାମିନ ଆବେଦନର ହେବ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ପ୍ରତି ଜେଲ୍‌ ପରିସରରେ ଖୋଲିବ କ୍ୟାମ୍ପ କୋର୍ଟ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ରାଜ୍ୟର ବିଭିନ୍ନ କାରଗାର ଏବଂ ଉପ-କାରଗାରରେ...

କେନ୍ଦ୍ରାପଡ଼ା ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ନୋଟିସ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାତାର ୫ ଥର ମୂଳ ଦରମା ବୃଦ୍ଧିରେ ରୋକ ଚାକିରି କାଳ ମଧ୍ୟରେ ହୋଇଥିବା ନିଲମ୍ବନ ଦିନଗୁଡ଼ିକୁ ନିୟମିତ କରାଯିବ ନାହିଁ ୨୫୭ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି...

ହାତୀ ମୃତ୍ୟୁ ପାଇଁ ଚାକିରି ଗଲା – ୬ ନିଲମ୍ବିତ, ଜଣେ ବହିଷ୍କୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ସଦର ଫରେଷ୍ଟ ରେଞ୍ଜରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ଦୁଃଖଦ ଘଟଣା। କମଳାଙ୍ଗ ଗାଁ ନିକଟରେ ୭ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏହାପରେ ପିସିସିଏଫ୍ ଏବଂ...

ଛତିଶଗଡ଼ରେ ମାଓବାଦୀଙ୍କ ତାଣ୍ଡବ – ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଶନିବାର ଆୱାପାଲ୍ଲି ନିକଟରେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ସିଆରପିଏଫ୍ ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଛନ୍ତି। ଫଳରେ ୪ ଜଣ ଯବାନ...

ଫେରିଲା ଚାଷୀ ଆତ୍ମହତ୍ୟା, ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଙ୍ଘାତିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ ଆତ୍ମହତ୍ୟାକୁ ନେଇ ପଶ୍ଚିମ ଓଡ଼ିଶା ଏବେ ଉଠୁଛୁ ପଡ଼ୁଛି। ୮ ଦିନରେ ତିନି ଜଣ ଚାଷୀ ଜୀବନ ହାରିଛନ୍ତି। ଚାଷୀ ଆତ୍ମହତ୍ୟା ଘଟଣା ପୁଣି ଥରେ ଖବର ମଣ୍ଡନ କରିଛି। ଗତ...

ସ୍ପିକ୍‌ମାକେ ପକ୍ଷରୁ ଅଲ୍-ନାଇଟ୍ କନ୍‌ସର୍ଟ ‘ୟାମିନି’ ଆରମ୍ଭ, ରାତି ସାରା ଶାସ୍ତ୍ରୀୟ ସଙ୍ଗୀତରେ ଝୁମିବେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ‘ସ୍ପିକ୍‌ମାକେ’ ଓଡ଼ିଶା ଚାପ୍ଟର ପକ୍ଷରୁ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’ - ୨୦୧୮। ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।...

ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲଟିଛି ରୋଲ ମଡେଲ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଓଡ଼ିଶା ସରକାର ଗତ କିଛି ବର୍ଷ ମଧ୍ୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ରାଜ୍ୟ ସରକାର କାମ କରି ଚାଲିଛନ୍ତି। ଗତ...

ବିପଦରେ ଗଜରାଜ – ୧୮ ବର୍ଷରେ ବିଜୁଳି ନେଲାଣି ୧୭୫ ହାତୀଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜରାଜ ଏବେ ବିପଦରେ। ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସଚେତନତା କରାଯାଉଥିଲେ ମଧ୍ୟ ହାତୀ ବିପଦମୁକ୍ତ ନୁହନ୍ତି। କେଉଁଠି ହାତୀ-ମଣିଷ ଲଢ଼େଇ ଭିତରେ...