ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

କୋଣାର୍କରେ ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ: ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ଉଦ୍‌‍ଘାଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ଲାକ ପାଗୋଡା ବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବହୁ ପ୍ରତୀକ୍ଷିତ 'ଲାଇଟ ଆଣ୍ଡ ସାଉଣ୍ଡ' ସୋ’ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ରାଜ୍ୟ...

କୋଣାର୍କ-ଇକୋ ରିଟ୍ରିଟରେ ହେବ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଇକୋ ରିଟ୍ରିଟରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ସାରାଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।...

କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ବହୁ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ କୋଣାର୍କ ମନ୍ଦିରକୁ ନିଜ ହାତକୁ ନେଇ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବର...

କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ

ନୀଳାମ୍ବର ରଥ କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ...

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ମନ ମୋହିଲା ଡୋନା ଗାଙ୍ଗୁଲିଙ୍କ ଓଡ଼ିଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଅଭିନବ ଡ୍ୟାନ୍ସ କମ୍ପାନିର କଥକ ଏବଂ ଡୋନା ଗାଙ୍ଗୁଲି ଓ ସାଥୀଙ୍କ...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍‌ ତରଫରୁ ମଞ୍ଚସ୍ଥ...

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...

କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ ପ୍ଲାଟଫର୍ମ – ଡୋନା ଗାଙ୍ଗୁଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=0-zyd8YPBhY] "କୋଣାର୍କ ନୃତ୍ୟ ମଣ୍ଡପରେ ନାଚିଲା ବେଳେ ପଛରେ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ।" "କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ...

କୋଣାର୍କ ଉତ୍ସବ ଉଦ୍‌ଯାପିତ – ଓଡ଼ିଶୀ ଓ ଭାରତନାଟ୍ୟମ୍‌ ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍ ବ୍ୟୁରୋ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟନାଟିକା...