ବିଶ୍ୱର ଧନୀ ମନ୍ଦିର ତିରୁପତି: ବ୍ୟାଙ୍କରେ ଜମା କଲା ୨.୭୮ ଟନ୍ ସୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନାରେ ବିମୁଦ୍ରୀକରଣ।
କେନ୍ଦ୍ର ସରକାର ଏହି ନୀତି ଘୋଷଣା କରିବା ପରେ ବିଶ୍ୱର ଧନୀ ମନ୍ଦିର ତିରୁମାଲା ତିରୁପତି ଦେଭସ୍ଥାନମ୍ (ଟିଟିଡି) ଚର୍ଚ୍ଚାରେ ରହିଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଟିଟିଡି ୨,୭୮୦ କିଲୋ ସୁନା...
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବିଶ୍ୱର ଉଚ୍ଚ ପାହାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ସୌନ୍ଦର୍ଯ୍ୟଭରା ଉଚ୍ଚ ପାହାଡ଼ର ବିଶେଷତ୍ୱକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା
ପ୍ରକୃତିରାଣୀ ଆମ ପୃଥି୍ବୀପୃଷ୍ଠରେ ତା’ର ସୌନ୍ଦର୍ଯ୍ୟର ପସରା ମେଲି ଦେଇଛି। କେଉଁଠି ନଦୀନାଳ, ଝରଣାର ସୁନ୍ଦର ପରିବେଶ ରହିଛି ତ ଆଉ...
ଏଥର ଭୁବନେଶ୍ୱରରୁ ସାରଜାହକୁ ଉଡିବ ସ୍ପାଇସ୍ ଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶକୁ ଯାଉଥିବା ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ସ୍ପାଇସ୍ ଜେଟ୍ ସିଧାସଳଖ ସାରାଜାହକୁ ଉଡାଣ ଆରମ୍ଭ କରିବାକୁ ଯାଉଛି। ଏହାସହ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମଧ୍ୟ ଏହି ବିମାନ...
ଭାରତୀୟ ଏସ୍ୟୁଭି ବଜାରରେ କଡ଼ା ଟକ୍କର ଦେବ ଜିପ୍ କମ୍ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁମାନେ ପକ୍ଷୀ ଭଳି ଉଡ଼ିବାକୁ ଚାହାନ୍ତି ଏବଂ ଗାଡ଼ିର ଆକ୍ସିଲରେଟରରେ ପାଦ ଥୋଇ ଏହି ସ୍ୱାଧୀନତାର ସ୍ୱାଦ ଚାଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏବେ ଖୋଲିଛି ଏସ୍ୟୁଭି ବଜାର। ଏହି ସ୍ପୋର୍ଟ୍ସ୍...
ଚିଲିକାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବ ସ୍ୱସ୍ତି ଚିଲିକା ରିସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ ହେଉଛି ଚିଲିକା। ତେବେ ଚିଲିକାର ଆଖପାଖ ଅଞ୍ଚଳରେ ଉଚ୍ଚମାନର କୌଣସି ହୋଟେଲ ନଥିବା କାରଣରୁ ଦେଶବିଦେଶର ଅନେକ ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିପାରୁନଥିଲେ।...
ଡଲଫିନ୍ ପଡ଼ା: ସାତପଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୁରୀ ଜିଲ୍ଲାରେ ସାତପଡ଼ା ଏକ କ୍ଷୁଦ୍ର ସହର। ‘ସାତପଡ଼ା’ ଅର୍ଥ ସାତଟି ଗ୍ରାମକୁ ନେଇ ଗଠିତ ସାତପଡ଼ା ଗାଁ। ଚିଲିକା ହ୍ରଦର କୂଳରେ ରହିଛି ଏହି ସାତପଡ଼ା ଅଞ୍ଚଳ। ଏହି...
ଲୋକାର୍ପିତ ହେଲା ନେତାଜୀ ସେତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏହା ହେଉଛି ଓଡ଼ିଶାର ପ୍ରଥମ ୩ ଲେନ୍ ବିଶିଷ୍ଟ ଓ ଦୀର୍ଘତମ ସେତୁ
କାଠଯୋଡ଼ି ନଦୀର ତ୍ରିଶୁଳିଆଠାରେ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ବୁଧବାର ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ତ୍ରିଶୁଳିଆ ଓରଫ କାଠଯୋଡ଼ି ସେତୁ ନେତାଜୀଙ୍କ ନାଁରେ: ଉଦ୍ଘାଟନ ୧୯ରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେତୁର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ। ନଦୀର ନାମ କାଠଯୋଡ଼ି। ଯୋଡ଼ିବ କଟକ ସହିତ ଭୁବନେଶ୍ୱରକୁ। ଉଦ୍ଦେଶ୍ୟ ହେଉଛି ୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ଭିଡ଼କୁ କମାଇବା।...
ଅକ୍ଟୋବରରେ ଓଡ଼ିଶା ଟ୍ରାଭେଲ ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ହେବାକୁ ଯାଉଛି ଟ୍ରାଭେଲ ବଜାର। ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର କରିବା ପାଇଁ ଏହି ବଜାର ଅନୁଷ୍ଠିତ...
ବିଶ୍ୱ ଐତିହ୍ୟ ତାଲିକାରୁ କାହିଁକି ବାଦ୍ ପଡିଲା ଭିତରକନିକା?
ଓଡ଼ିଶାଲାଇଭ୍ ବ୍ୟୁରୋ
ତଥ୍ୟରେ ଅମେଳ: ଐତିହ୍ୟ ତାଲିକାରୁ ବାଦ୍ ପଡ଼ିଲା ଭିତରକନିକା
ପ୍ରକୃତି ରାଣୀ ଓଡ଼ିଶାକୁ କେଉଁଥିରେ ଊଣା କରିନି। ପ୍ରାକୃତିକ ସୌନ୍ଦର୍ଯ୍ୟର ଚାଦର ସମଗ୍ର ରାଜ୍ୟରେ ଘୋଡ଼ାଇ ଦେଇଛି। ଆଉ ଏହାକୁ ଉପଭୋଗ କରିବା...