ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗାଳୁରୁରେ ବାୟୁସେନାର ଏୟାର ଶୋ ’ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ବିମାନ ଦୁର୍ଘଟଣା ଘଟିଛି। ମଝି ଆକାଶରେ ୨ଟି ସୂର୍ଯ୍ୟକିରଣ ଏୟାର କ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ୟେଲହଙ୍କା ଏୟାରବେସ୍‌ରୁ ବିମାନ ଉଠିବା ପରେ ଏହି ଦୁର୍ଘଟଣା ଘଟିଛି।

ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି।

ଫେବ୍ରୁଆରି ୨୦ରୁ ୨୪ ଯାଏଁ ‘ଏରୋ ଇଣ୍ଡିଆ ୨୦୧୯’ ଅନୁଷ୍ଠିତ  ହେବା। ଏହାର ଠିକ କୋଟିଏ ଦିନ ପୂର୍ବରୁ ଅଭ୍ୟାସ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟଇଛି।

Comment