ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ଉ କରି  ୪୩ କିଲୋଗ୍ରାମ ଗଞ୍ଜେଇ ସହ ଚୋରା ମଦ ଜବତ କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଅନ୍ୟ ସଂପୃକ୍ତଙ୍କୁ ଧରିବା ପାଇଁ ତନାଘନ ଆରମ୍ଭ ହୋଇଛି।

ଏହାପୂର୍ବରୁ  ମାର୍ଚ୍ଚ ୨୮ରେ କଟକ ମଙ୍ଗୁଳି ଚେକ୍‌ ଗେଟ ନିକଟରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିଲେ।

Comment