ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ୨୦୧୮ ସିଭିଲ ସର୍ଭିସ(ୟୁପିଏସ୍‌ସି) ପରୀକ୍ଷା ଫଳ। ୨୦୧୮ ୟୁପିଏସ୍‌ସି ପରୀକ୍ଷାରେ କନିଷ୍କ କାଟାରିଆ  IAS ଟପ୍ପର ହୋଇଛନ୍ତି।

ଆସନ୍ତୁ ଜାଣିବା ଟପ୍ପରଙ୍କ ତାଲିକା,

୧. କନିଷ୍କ କାଟାରିଆ

୨. ଅକ୍ଷତ ଜୈନ

୩. ଜୁନୈଦ ଅହମ୍ମଦ

୪. ଶ୍ରେୟାନ୍ସ କୁମାତ

୫. ସୃଷ୍ଟି ଜୟନ୍ତ ଦେଶମୁଖ

୬. ଶୁଭମ୍‌ ଗୁପ୍ତା

୭.କର୍ଣ୍ଣାଟୀ ବରୁଣ ରେଡ୍ଡୀ

୮. ବୈଶାଳୀ ସିଂହ

୯. ଗୁଞ୍ଜନ ଦିବେଦୀ

୧୦. ତନ୍ମୟ ବଶିଷ୍ଠ ଶର୍ମା

ଓଡ଼ିଶାରୁ ସୌମ୍ୟରଞ୍ଜନ ରାଉତ ୧୧୮ ରାଙ୍କରେ ଏବଂ ଓଡ଼ିଆ ଝିଅ ଉପାସନା ମହାପାତ୍ର ୧୧୯ ରାଙ୍କରେ IAS କୃତକାର୍ଯ୍ୟ ହୋଇଛନ୍ତି।

୨୦୧୮ ୟୁପିଏସ୍‌ସି IAS ପରୀକ୍ଷାରେ ମୋଟ ୭୫୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପର ତାଲିକାର ପ୍ରଥମ ୨୫ ଜଣ ମଧ୍ୟରେ ୧୫ ପୁଅ ଓ ୧୦ ଝିଅ ରହିଛନ୍ତି। ୟୁପିଏସ୍‌ସି ପରୀକ୍ଷାର୍ଥୀ www.upsc.gov.in ରେ ନିଜ ରେଜଲ୍ଟ ଦେଖିପାରିବେ।

Comment