ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଦଶପଲ୍ଲା ଥାନା ବାଣିଗୋଛା ବନାଞ୍ଚଳ ଅଧିକାରଙ୍କ କାର୍ଯ୍ୟାଳୟରୁ ମାଓବାଦୀ ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ହୋଇଛିା ମଙ୍ଗଳବାର ରାତିରେ ମାଓବାଦୀମାନେ ଅଫିସରେ ପଶି ୪ଟି ବନ୍ଧୁକ ନେଇଯିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ମଧ୍ୟ ହୋଇଛିା

ବନାଞ୍ଚଳ ଅଧିକାରୀଙ୍କ କହିବା ଅନୁସାରେ ୭ଜଣ ମାଓବାଦୀ ଆସି ବନ୍ଧୁକ ଲୁଟିନେବା ସହ ଅଫିସରେ ଭଙ୍ଗାରୁଜା  କରି ୭ଟି ମୋବାଇଲ ମଧ୍ୟ ନେଇଯାଇଛନ୍ତିା ଏନେଇ ବନାଞ୍ଚଳ ଅଧିକାରୀ ପକ୍ଷରୁ ଦଶପଲ୍ଲା  ଥାନାରେ ଅଭିଯୋଗ ହୋଇଛିା

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛିା

Comment