ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଏହି ମୁହୂର୍ତ୍ତର ଟିକିନିକ୍ ଖବର ପଢ଼ନ୍ତୁ ଏଇଠି 

ଆଜିଠୁ ଯୁକ୍ତ-୨ ନାମଲେଖା ଲାଗି ଆବେଦନ ଆରମ୍ଭ, ଜୁନ୍ ୨୦ ଶେଷ ତାରିଖ

ଆଜିଠୁ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପ୍ଲସ-୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସେଲ୍ଫ ଫାଇନାସ୍ସିଂ କଲେଜ, ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ।

କାଳବୈଶାଖୀ ପ୍ରଭାବରେ ତାତିରୁ ସାମାନ୍ୟ ନିସ୍ତାର, ଆଜି ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ତାତିରୁ ସାମାନ୍ୟା ନିସ୍ତାର ମିଳିଛି। ବୁଧବାର କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସହରରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ଗୁରୁବାର ଅନେକ ସ୍ଥାନରେ ଗୁଳୁଗୁଳି ପରିଲକ୍ଷିତ ହେଉଛି।

Samir Dash

ମାଟ୍ରିକ ପରୀକ୍ଷାରେ ଶୂନ ପ୍ରତିଶତ ରଖିଥିବା ୮୨ ସ୍କୁଲକୁ ନୋଟିସ୍

ଆକ୍ସନ ମୁଡରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ। ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ଅଫିସ ଗସ୍ତ କରିଥିଲେ। ସେଠାରେ ସେ କହିଛନ୍ତି କି ମାଟ୍ରିକ ପରୀକ୍ଷାରେ ଯେଉଁ ୮୨ ସ୍କୁଲ ଶୂନ ପ୍ରତିଶତ ମାର୍କ ରଖିଛନ୍ତି ସେ ବିଦ୍ୟାଳୟକୁ ନୋଟିସ କରାଯାଇଛି।

ଜୁଲାଇ ୧ରୁ ଅମରନାଥ ଯାତ୍ରା – ଅନଲାଇନରେ ରେଜିଷ୍ଟ୍ରେସନ ଆରମ୍ଭ

ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେବା ଏଥିପାଇଁ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ଏ ବର୍ଷ ଅମରନାଥ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକିୟା ବି ଆରମ୍ଭ ହୋଇଛିା

ଶୀଘ୍ର ହୋଇପାରେ ରାଜ୍ୟସଭା ନିର୍ବାଚନ

ମନ୍ତ୍ରୀଙ୍କ ପାଇଁ ଟାସ୍କ – ପ୍ରତି ମାସ ୭ ତାରିଖରେ ଦେବେ ରିପୋର୍ଟ

ଅନଲାଇନରେ କେମିତି କରିବେ ପାନ୍ କାର୍ଡ ସହ ଅଧାର ଲିଙ୍କ୍

Comment