ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କିଛି ପ୍ରଶାସନିକ ଅଧିକାରୀଙ୍କୁ ନୂଆ ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ ଆଉ କିଛି ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ

ସୁଦର୍ଶ ପାଲ୍‌ ଠାକୁର – ଗୋପବନ୍ଧୁ ଏକାଡେମୀ ନିର୍ଦ୍ଦେଶକ

ସି ଜେ ବେଣୁଗୋପାଳ – ରାଜସ୍ୱ ପର୍ଷଦର ସଦସ୍ୟ

ନିତୀନ ଚନ୍ଦ୍ରା – ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି

ଦେଓ ରଞ୍ଜନ କୁମାର ସିଂ – ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ

ସୁଶିଲ କୁମାର ଲୋହାନି – ବାଣିଜ୍ୟକର ବିଭାଗର କମିଶନର

ବୀର ବିକ୍ରମ ଯାଦବ – ସମବାୟ ବିଭାଗର ସଚିବ

ଅରୁଣ ବ୍ରୋଥ୍ରା – ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଆର୍ ରଘୁପ୍ରସାଦ – ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିସନର, ଓମ୍‌ଫେଡ୍‌ ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ

ବିଶାଲ ଗଗନ – ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ

ଭାସ୍କରଜ୍ୟୋତି ଶର୍ମା – ସାମାଜିକ ସୁରକ୍ଷା ସଚିବ

କ୍ରିଷନ କୁମାର – ପୂର୍ତ୍ତ ବିଭାଗ ସଚିବ

ଅର୍ଚ୍ଚନା ପଟ୍ଟନାୟକ – ଉଠା ଜଳସେଚନ ନିଗମ ଏମ୍‌ଡି

ସଚିନ ରାମଚନ୍ଦ୍ର ଯାଦବ – ନିର୍ଦ୍ଦେଶକ, ଏସ୍‌ଟି

ସାଦିକ ଆଲାମ – କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ସିଏମଜିଆ

ସୁରେନ୍ଦ୍ର ମୀନା – ପୂର୍ତ୍ତ ବିଭାଗ ଉପ ସଚିବ

Comment