ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ତେଜିଲା ଓକିଲ ଆନ୍ଦୋଳନ। ଆସନ୍ତା ଅକ୍ଟୋବର ୨୧ ଯାଏଁ କୋର୍ଟ କାର୍ଯ୍ୟରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି ବାର ଆସୋସିଏସନ। ଏନେଇ ବାର୍‌ କର୍ମକର୍ତ୍ତା ସମ୍ମାଦି୍ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଆସନ୍ତାକାଲି ବାର୍‌ କର୍ମକର୍ତ୍ତା ଆଇନ୍‌ ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇବେ। ଏହାପରେ, ୧୮ ତାରିଖରେ ସମସ୍ତ ବାର୍‌ କର୍ମକର୍ତ୍ତାଙ୍କୁ ନେଇ କଟକରେ ବୈଠକ କରାଯିବ।

Comment