ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ।

୧ ସମସ୍ତ ବିଚାରପତିଙ୍କ ସହମତି ଭିତ୍ତିରେ ରାୟ।
୨ ବିବାଦୀୟ ସ୍ଥାନ ରାମ ମନ୍ଦିର ନ୍ୟାସ ପାଇବ।
୩ ଏହି ଅଢ଼େଇ ଏକର ଜାଗାରେ ରାମ ମନ୍ଦିର ନିର୍ମାଣ ହେବ।
୪ ସୁନ୍ନି ୱାକଫ ବୋର୍ଡକୁ ବିକଳ୍ପ ୫ ଏକର ଜାଗା ମିଳିବ।
୫ ମୋଟ୍‌ ସାଢ଼େ ୬୯ ଏକର ଜମିରେ ରାମ ମନ୍ଦିର ଓ ମସଜିଦ ତିଆରି ହେବ।
୬ ରାମ ମନ୍ଦିର ନିର୍ମାଣ ପାଇଁ  ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ଏକ ଅଯୋଧ୍ୟା ଟ୍ରଷ୍ଟ ଗଠନ କରିବେ।
୭ ସବୁ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ।

Comment