ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଶନିବାର ରୁଷ-ୟୁକ୍ରେନ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଆଲୋଚନାର କୌଣସି ସମାଧାନର ବାଟ ଫିଟି ପାରି ନାହିଁ। ଏଣେ ରୁଷଠାରୁ ଜାପରଜଝିଆ ନ୍ୟୁକ୍ଲିଅର ପ୍ଲାଣ୍ଟ ଛଡ଼ାଇ ଆଣିଛି ୟୁକ୍ରେନ।

  • ୟୁକ୍ରେନର ସୁମି ଅଞ୍ଚଳରେ ରୁଷ ସେନାଙ୍କ ଆତଙ୍କ
  • ରୁଷ ରାଜଧାନୀ କ୍ଵିଭ ଏବଂ ଚର୍ନିହାଇଭରେ ବାଜୁଛି ଏୟାର ରେଡ ସାଇରନ
  • ଆସନ୍ତା ମାର୍ଚ୍ଚ ୯-୧୦ରେ ପୋଲାଣ୍ଡ-ରୋମାନିଆ ଯିବେ ଆମେରିକା ଉପ ରାଷ୍ଟ୍ରପତି କମଲା ହେରିସ
  • ପୂର୍ବ ୟୁକ୍ରେନରେ ଡ୍ରୋନ ଆକ୍ରମଣ କଲା ରୁଷ
  • ୟୁକ୍ରେନର ଆଇଦର ବାଟାଲିଅନ ପୋଷ୍ଟ ଛାରଖାର କଲେ ରୁଷ ସେନା
  • ପେଣ୍ଟାଗନ କହିଲା ରୁଷ ୫୦୦ରୁ ଅଧିକ ମିଶାଇଲ ପଠାଇବ ୟୁକ୍ରେନ
  • ୟୁକ୍ରେନର ଓଡ଼େଶାରେ ପୋଲ ଉଡ଼ାଇଲେ ରୁଷ ସେନା
  • ରୁଷ-ୟୁକ୍ରେନ ମଧ୍ୟରେ ଶନିବାର ହୋଇପାରେ ତୃତୀୟ ପର୍ଯ୍ୟାୟ ଆଲୋଚନା

Comment