ପଦ୍ମପୁର ଉପନିର୍ବାଚନ: ବିଜେପି ପାଇଁ ପ୍ରଚାର କରିବେ ୪ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସାରିବା ପରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଜନତା ପାର୍ଟି ନିଜର ୪୦ ଜଣିଆ ଷ୍ଟାର ପ୍ରଚରକମାନଙ୍କ...

ମେକ୍ ଇନ୍ ଓଡ଼ିଶା ୨୦୧୮: ସ୍ଵତନ୍ତ୍ର ମହିଳା ଉଦ୍ୟୋଗୀ ଅଧିବେଶନରେ ଶୁଣନ୍ତୁ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌଣସି ଦେଶ ବା ରାଜ୍ୟର ବିକାଶ ହୋଇପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ...

ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ସୁନ୍ଦରଗଡ଼ର ‘ଦେଓଧର’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର ପ୍ରାକୃତିକ ପରିବେଶ, ସୁନ୍ଦର ସଂସ୍କୃତି ଓ ସୁନ୍ଦରତାର ସମାହାର ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ଦେଓଧର’ର ଅପରୂପ ସୌନ୍ଦର୍ଜ୍ୟ। ସୁନ୍ଦରଗଡ଼ ସଦର...

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ...

କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ମହାନଗରରେ ପାଳନ କରାଯିବ ପୁରୁଷ ହକି ବିଶ୍ଵ କପ୍‌ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦୦ଟି ନୂଆ ବସ୍‌ ସହ ରାଉରକେଲାରେ ଆରମ୍ଭ ହେବ ‘ମୋ ବସ୍’ ସେବା   ନିୟମିତ ବିମାନ ସେବା ସହ କାର୍ଯ୍ୟକ୍ଷମ ହେବ ରାଉରକେଲା ବିମାନ ବନ୍ଦର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ...

ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପି ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିଏସ୍‌ପିରୁ ପଦବୀରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଦେଲେ ହାଇକୋର୍ଟ। ଏହି ବିଜ୍ଞପ୍ତି ଅନୁସାରେ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ପାଇଁ ପ୍ରମୋଟି ଡିଏସ୍‌ପିଙ୍କ କାର୍ଯ୍ୟକାଳର ସମୟସୀମା ୩...

୭୩ ଥର ଫେଲ୍ ହୋଇ ୟୁନିକର୍ନ – ଆଶିଷ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Czr1_bQdXiU]‘ଅଫ୍‌ବିଜିନେସ୍’ ଆରମ୍ଭ କଲାବେଳେ ଆଶିଷ ମହାପାତ୍ରଙ୍କ ବୟସ ଥିଲା ମାତ୍ର ୩୩। ଯେତେବେଳେ ସେ ଭେଞ୍ଚର କ୍ୟାପିଟାଲ ଉଠାଇବା ପାଇଁ ବଡ଼ ବଡ଼ ପୁଞ୍ଜି ଲଗାଣ ସଂସ୍ଥାଙ୍କର ଦ୍ୱାରସ୍ଥ ହେଉଥିଲେ, ସେତେବେଳେ...

ବାଲିଯାତ୍ରା ସରୁ ସରୁ ଦୁର୍ନୀତି ଅଭିଯୋଗ ଆଣିଲେ ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ “କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ଲଟ ଆବଣ୍ଟନଠାରୁ ଦର ନିର୍ଦ୍ଧାରଣ, ସବୁଥିରେ ଚଞ୍ଚକତା କରାଯାଇଛି”, ବାଲିଯାତ୍ରା ସରୁ ସରୁ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ତଥା...

ବିଦେଶୀ କୁକୁର ପାଳନରେ କଟକଣା ଲଗାଇବ ବିଏମସି: ବାଧ୍ୟତାମୂଳକ ପଞ୍ଜିକରଣ, ଆସିବ ନୂଆ ଏସଓପି

ଓଡ଼ିଶାଲାଇଭ୍ ବ୍ୟୁରୋ ଘରେ ପୋଷା କୁକୁର ରଖିବାକୁ ଚାହୁଥିଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ। ନଚେତ କୁକୁର ରଖିବାକୁ ମିଳିବନି ଅନୁମତି। ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି...