ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ଶୁକ୍ରବାର ରାତିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା...

ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷ ପରେ ବଡ଼ଦାଣ୍ଡ ଆଜି ଭକ୍ତାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର ଧାମ। ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାବାହୁ।ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ...

‘କାର୍ ଫେଷ୍ଟିଭାଲ୍’ ନୁହେଁ, ରଥଯାତ୍ରା ଇଂରାଜୀରେ ମଧ୍ୟ ‘ରଥଯାତ୍ରା’ ହେଉ: କଟକ ସାଇକ୍ଲିଷ୍ଟ୍‌ ଗ୍ରୁପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ‘କାର୍ ଫେଷ୍ଟିଭାଲ୍’ ନୁହେଁ ରଥଯାତ୍ରାକୁ ଇଂରାଜୀ ଭାଷାରେ ମଧ୍ୟ ‘ରଥଯାତ୍ରା’ କୁହାଯାଉ ଏବଂ ଲେଖାଯାଉ। ଏଭଳି ଏକ ଅଭିନବ ସ୍ଲୋଗାନ ଦେଇ ପୁରୀକୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କଟକର କିଛି...

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ଵଜ ଓ ଦର୍ପଦଳନ ରଥ – ଧୀରେ ଧୀରେ ଆସୁଛି କାଳିଆର ନନ୍ଦିଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଘଣ୍ଟ, ଘଣ୍ଟା, କାହାଳୀ, ଶଙ୍ଖ ନାଦର ତାଳେ ତାଳେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଛି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ। ବଡ଼ ଭାଇଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ...

ବଡ଼ଦାଣ୍ଡରେ ଗଡୁଛି ନନ୍ଦିଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦାଣ୍ଡରେ ଗଡୁଛି କାଳିଆର ରଥ ନନ୍ଦିଘୋଷ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାବାହୁ। ଭକ୍ତାରଣ୍ୟ ହୋଇଉଠିଛି ବଡ଼ଦାଣ୍ଡ। ଶ୍ରଦ୍ଧାର ଦଉଡ଼ିରେ ତିନି...

ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଶ୍ରୀଗୁଣ୍ଡିଚା...

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେଉଛି ମହାମିଳନ। ମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଦର୍ଶନ ଦେଇଛନ୍ତି ତିନିଠାକୁର। ଘୋଷଯାତ୍ରା ପାଇଁ ଚଳଚଞ୍ଚଳ...

ଆରମ୍ଭ ହେଲା ରଥଟଣା – ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥଟଣା। ଚାରମାଳ ଫିଟା ଓ ଘୋଡ଼ା ସଂଯୋଗ ହେବା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିଛି। ଘଣ୍ଟଘଣ୍ଟା...

ନୂଆଗାଁରୁ ପୁରୀକୁ ଗଡ଼ିଲା ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ। ନେତ୍ର ଉତ୍ସବ ଅବସରରେ ବହୁ ପ୍ରତୀକ୍ଷିତ ନୟାଗଡ଼ ଜିଲ୍ଲା ନୂଆଗାଁଠାରୁ ପୁରୀକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି।...

ଆଜି ଶ୍ରୀଗୁଣ୍ଡିଚା ଯାତ୍ରା: ବଡ଼ଦାଣ୍ଡରେ ଭକ୍ତ ଭିଡ଼, ଜୟ ଜଗନ୍ନାଥ ଧ୍ଵନିରେ କମ୍ପୁଛି ଶ୍ରୀକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ...