ସମ୍‌ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କୁ ନୂଆ ପୋଷାକ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି। ସୋଆର ନିର୍ଦ୍ଦେଶକ...

ପିଲାଙ୍କ ମୋଟାପାକୁ ଏଭଳି କରନ୍ତୁ ନିୟନ୍ତ୍ରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଅକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ...

ସ୍କୁଲରେ ଶିକ୍ଷକଙ୍କୁ ଫୋନ୍ ମନା , ପୁଣି ତାଗିଦ୍ କଲା ଗଣଶିକ୍ଷା ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ଫୋନର ବ୍ୟବହାର କରିପାରିବେ ନାହିଁ। ପୁଣିଥରେ ତାଗିଦ କଲା ଗଣଶିକ୍ଷା ବିଭାଗ। ବିଦ୍ୟାଳୟରେ ହଠାତ୍ ବାଜି ଉଠୁଛି ଶିକ୍ଷକ ମାନଙ୍କ ଫୋନ୍। ପାଠ ପଢା ସମୟରେ...

ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=WWkkqsfh4YU] ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି।...

ଛାତ୍ରଛାତ୍ରୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବଢ଼ିବନି ଦରମା  

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ...

XIMBରେ ବାର୍ଷିକ ସମ୍ମିଳନୀ ଫିନୋମିକ୍ସ -୨୦୧୯

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବିର ଅର୍ଥଶାସ୍ତ୍ର ସଙ୍ଗଠନ ‘ଏକ୍ସ-ଫିନ୍’ର ବାର୍ଷିକ ସମ୍ମିଳନୀ ‘ଫିନୋମିକ୍ସ’ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ଥିଲା, ‘‘ଋଣ ପରିଶୋଧ ଅକ୍ଷମତା - ଏକ ନୂଆ ଆରମ୍ଭ ନା ଅନ୍ତ?’’। ଏହି...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି- ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ତାଲା ପକାଇଲେ ଶ୍ରେଣୀଗୃହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟର ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତୀମାନେ ଶ୍ରେଣୀ ଗୃହ ତାଲା ପକାଇଛନ୍ତି। ସ୍ଥାୟୀ ଅଧ୍ୟାପକ ନିଯୁକ୍ତିକୁ...

ନ୍ୟୁଜ୍ ଅପ୍‌ଡେଟ୍‌ @7 PM (ଅଗଷ୍ଟ ୨୩, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଆଇଏନ୍‌ଏକ୍ସ ମିଡିଆ ମାମଲା କ’ଣ? କିଏ ଏହି ଇନ୍ଦ୍ରାଣୀ ମୁଖାର୍ଜୀ? ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ...

ରୁସା ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏମ୍‌.ଫିଲ/ପିଏଚଡି ଛାତ୍ରଛାତ୍ରୀଙ୍କୁ ଡକ୍ଟରାଲ ଫେଲୋସିପ

ଓଡ଼ିଶାଲାଇଭ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଉଚ୍ଚସ୍ତର ଶିକ୍ଷା ଅଭିଯାନ(ରୁସା) ତରଫରୁ ଏମ୍‌.ଫିଲ/ପିଏଚଡି ଛାତ୍ରଛାତ୍ରୀଙ୍କୁ ଡକ୍ଟରାଲ ଫେଲୋସିପ ପ୍ରଦାନ କରାଯିବ। ଏହି ଫେଲୋସିପ ୪ବର୍ଷ ରିସର୍ଚରେ ଦକ୍ଷତା, ପତ୍ରିକା ପ୍ରକାଶନ ଓ ଶିକ୍ଷାଗତ ଯୋଗ୍ୟତାକୁ...
ODISHALIVE_NEWS UPDATE_2PM

ନ୍ୟୁଜ୍ ଅପ୍‌ଡେଟ୍‌ @2 PM (ଅଗଷ୍ଟ ୨୩, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ପୁରୀ ବିକାଶ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର ବାତ୍ୟା ଫନିରେ...