ପ୍ରଥମ ଓଡ଼ିଆ: ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନୂଆ ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣାଶୁଣା ଅଭିନେତା, ପ୍ରଯୋଜକ ତଥା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନଏସଡି)ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ହେଇଛନ୍ତି...

ହତ୍ୟା ଧମକ୍: ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ପ୍ଲସ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ। ମହାରାଷ୍ଟ୍ର...

ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ, ଛାଡ଼ପତ୍ର ସ୍ଵୀକାର କରିବାକୁ ବର୍ଷାଙ୍କୁ କଲେ ଅନୁରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଛାଡ଼ପତ୍ର ସ୍ଵୀକାର କରିବା ଲାଗି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ ଅନୁରୋଧ କରିଛନ୍ତି। ମଙ୍ଗଳବାର ସକାଳେ...

‘ସ୍ତ୍ରୀ’ ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀ ଘୋଷଙ୍କ ପାଇଁ ମାଇଲଖୁଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ପୁରସ୍କାର ପାଇଥିଲା ୧୯୬୮ ମସିହାରେ ସିଦ୍ଧାର୍ଥଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସ୍ତ୍ରୀ’। ୧୯୬୮ ମସିହାରେ ଓଡ଼ିଶାରେ ମାତ୍ର ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, 'କିଏ କାହାର' ଓ 'ସ୍ତ୍ରୀ'। ସିଦ୍ଧାର୍ଥଙ୍କ...

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ସେ ଶଯ୍ୟାଶାୟୀ ଥିଲେ।...

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଆଲିଆ ଭଟ୍ଟ ଓ କ୍ରୀତି ସାନନଙ୍କୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା କଳାକାରମାନଙ୍କୁ...

ଓଡ଼ିଆ ସିନେମା ‘ପ୍ରତୀକ୍ଷା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ...

ଶ୍ରଦ୍ଧାଞ୍ଜଳି ବିନୋଦିନୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିନୋଦିନୀ ଦେବୀ ଜଣେ କବି ଓ ଗୀତିକାର ଥିଲେ। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର। ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର...

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗ ଓଡ଼ିଶା...

ଘନଉଛି ଓଲିଉଡ ପ୍ରଯୋଜକ-କଳାକାରଙ୍କ କଳି

ଓଡ଼ିଶାଲାଇଭ୍ ବ୍ୟୁରୋ କାଦୁଅ ଛଟାଛଟି ଦୁଇ ଗୋଷ୍ଠୀ ମୋ ଜୀବନ ପ୍ରତି ବିପଦ ଅଛି: ମନୋଜ ମିଶ୍ର ଓଲିଉଡ କଳିରେ ପଶିଲା ରାଜନୀତି ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବାସନ୍ଦ ଘନେଇବାରେ ଲାଗିଛି ଓଲିଉଡ କଳାକାରଙ୍କ କଳି।...