corona test 1

ଉତ୍ତର ଓଡ଼ିଶାରେ କରୋନା ସ୍ଥିତି – ସେପ୍ଟେମ୍ବର ଆରମ୍ଭରୁ ସାଂଘାତିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ଆରମ୍ଭରୁ ସାଂଘାତିକ ସ୍ଥିତି। ଅଗଷ୍ଟରେ ବି ଅସମ୍ଭାଳ ଥିଲା କରୋନା ସ୍ଥିତି। ସଂଗରୋଧରୁ ଆଉ ସଂକ୍ରମଣ ମାମଲା ସାମ୍ନାକୁ ଆସୁନାହିଁ। ଯେଉଁମାନେ ବି ସଂକ୍ରମିତ ହେଉଛନ୍ତି, ସମସ୍ତେ ସ୍ଥାନୀୟ ସଂକ୍ରମଣରୁ।...

ନବରଙ୍ଗପୁର ସାଂସଦ ରମେଶ ମାଝି କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ଜଣେ ନେତା କରୋନା ପଜିଟିଭ୍ ଚିହ୍ନଟ। ନବରଙ୍ଗପୁର ବିଜେଡ଼ି ସାଂସଦ ରମେଶ ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରମେଶଙ୍କର ନମୁନା...

ରାଜ୍ୟରୁ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି।...

ଚର୍ବି କମ୍ କରିବା ପାଇଁ ପିଅନ୍ତୁ ଏହି ଜୁସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ତେବେ ଯଦି ଆପଣ ନିଜ ଓଜନ ବଢ଼ିବା ଏବଂ ଚର୍ବି ଜମିବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ୨ଟି ଜୁସ୍ ଆପଣଙ୍କ...

ଭାରତରେ ସୁଧୁରୁଛି କରୋନା ସ୍ଥିତି, ବଢୁଛି ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ   ୨୪ ଘଣ୍ଟାରେ ସର୍ବାଧିକ ୬୮ ହଜାର ୫୮୪ ଜଣ ସୁସ୍ଥ ୪ କୋଟି ୫୦ ଲକ୍ଷରୁ ଅଧିକ ଟେଷ୍ଟ ଆକ୍ରାନ୍ତଠୁ ତିନିଗୁଣା ସୁସ୍ଥ ମୋଟ୍ ସୁସ୍ଥ ୨୯ ଲକ୍ଷ ୭୦ ଦେଶରେ...

ରାଜ୍ୟରୁ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ, ଗଞ୍ଜାମରେ କମୁଛି ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୬୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୧୪ ଚିହ୍ନଟ ହୋଇଥିଲା ବେଳେ ୧୪୧୭ ଲୋକାଲ କେସ ରହିଛି।...

ରାଜ୍ୟରୁ ୩୨୧୯ ପଜିଟିଭ୍ ଚିହ୍ନଟ, ସବା ଉପରେ ଖୋର୍ଦ୍ଧା ଜିଲ୍ଲା, କମୁଛି ଗଞ୍ଜାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ମୋଟ୍ ୩୨୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୩୧ ଚିହ୍ନଟ ହୋଇଥିଲା ବେଳେ ୧୨୮୮ ଲୋକାଲ କେସ ରହିଛି। ଆଜିର...

ରାଜ୍ୟରୁ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୬୬୬

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୩୦୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪୪ ଚିହ୍ନଟ ହୋଇଥିଲା ବେଳେ ୧୧୮୧ ଲୋକାଲ କେସ ରହିଛି।...

ତମ୍ବା ପାତ୍ରରେ ପାଣି ପିଅନ୍ତୁ, ମିଳିବ ଏହି ସବୁ ଫାଇଦା

ଓଡ଼ିଶାଲାଇଭ୍ ବ୍ୟୁରୋ ତମ୍ବା ପାତ୍ରରେ ପାଣି ପିଇଲେ ତାହା ସ୍ଵାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ଦୂର କରିବାରେ ଏହା ବେଶ୍ ସହାୟକ ହୋଇଥାଏ। ତେଣୁ ଆୟୁର୍ବେଦରେ ତମ୍ବା ପାତ୍ରରେ...

ବଲାଙ୍ଗିର: କରୋନା ଆକ୍ରାନ୍ତ ଭାବି ଅଧ୍ୟାପକଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆକ୍ରାନ୍ତ ହୋଇଥିବା ଭୟରେ ବେକରେ ରଶି ଦେଇ ଆତ୍ମହତ୍ୟା କଲେ ଅଧ୍ୟାପକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ରାଜେନ୍ଦ୍ର କଲେଜର...