ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କ: ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବିଢ଼ିବାରେ ଲାଗି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କୋଭିଡ ମହାମାରୀର ଭୟ ଲୋକଙ୍କ ମନରୁ ଯାଇନଥିବାବେଳେ...

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ରାଉରକେଲାରେ ଅପରାଜିତ ରହିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗରେ ବୁଧବାର ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଲିଗର ଶେଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ସୁଟଆଉଟରେ ୪-୩...

ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ରିଲାଏନ୍ସ ଜିଓ ୫ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ...

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ବୁଧବାର ଏଫଆଇଏଚ୍ ପ୍ରୋ-ଲିଗ ହକିର ଶେଷ ମ୍ୟାଚ ଖେଳାଯିବ। ସାନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବାକୁଥିବା ଏହି ମୁକବିଲାରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।...

ଲିଭରକୁ କେମିତି ସୁସ୍ଥ ରଖିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Gj9gp-XcjeI] ଲିଭର ସୁସ୍ଥ ରହିଲେ ଲିଭର ସିରୋସିସ୍, ଫ୍ୟାଟି ଲିଭର ଭଳି ଜଟିଳ ସମସ୍ୟାକୁ ଏଡ଼ାଇ ହୋଇପାରିବ। ତେବେ ଲିଭରକୁ କେମିତି ସୁସ୍ଥ ରଖିହେବ ସେ ସମ୍ପର୍କରେ ଡାକ୍ତର ଅଶୋକ...

ଏଚ୍୩ଏନ୍୨ ଭାଇରସ ଡର: ରାଜ୍ୟରେ ୫୯ ରୋଗୀ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ଏବେ ଏଚ୍୩ଏନ୍୨ ଭାଇରସକୁ ଚିନ୍ତା ବଢ଼ିଛି। ରାଜ୍ୟରେ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା...

ଡରାଇଲାଣି ଏଚ୍୩ଏନ୍୨ ଭାଇରସ: ଥଣ୍ଡା କାଶ ହେଲେ କୋଭିଡ ପରୀକ୍ଷା ପାଇଁ ଜନସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଚ୍୩ଏନ୍୨ ଭାଇରସକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିବାକୁ ଲାଗିଛି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ଦେଶରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାରି...
corona virus

ଭାରତରେ ଏଚ୍୩ଏନ୍୨ ଭାଇରସ ଆତଙ୍କ: କର୍ଣ୍ଣାଟକରୁ ଆସିଲା ପ୍ରଥମ ମୃତ୍ୟୁ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ପରେ ଏଚ୍୩ଏନ୍୨ ଭାଇରସ (ଇନଫ୍ଲୁଏଞ୍ଜା ଭାଇରସ)କୁ ନେଇ ଦେଶରେ ଆତଙ୍କ ଆରମ୍ଭ ହୋଇଛି। ଏହି ଭାଇରସ ଯୋଗୁଁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମାମଲା କର୍ଣ୍ଣାଟକରୁ ଆସିଥିବାବେଳେ...

ଯନ୍ତ୍ରଣା ଯେଉଁଠି ଅସହ୍ୟ ହୁଏ, ଜୀବନ ମାଗେ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=HkrNxk4Sq64] ଇଚ୍ଛାମୃତ୍ୟୁ କ’ଣ? ଏନେଇ ଭାରତରେ କେଉଁ ସବୁ ନିୟମ ରହିଛି କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ରିପୋର୍ଟ। ଯେତେବେଳେ ଶରୀରର ଯନ୍ତ୍ରଣା ଅସହ୍ୟ ହୋଇପଡ଼େ ସେତେବେଳେ ବଞ୍ଚିବାର...

ବିଶ୍ଵ ମେଦବହୁଳତା ଦିବସ: ଟିକିଏ ସଚେତନତା ଦିଏ ସୁନ୍ଦର ଓ ସୁସ୍ଥ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳୁଥିବା ସମୟ ସାଙ୍ଗକୁ ଖାଦ୍ୟ ପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଛି ଓବେସିଟି ବା ମେଦବହୁଳତା।...