National

ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି

ଓଡ଼ିଶାଲାଇଭ ବ୍ୟୁରୋ ଓମ ବିର୍ଲା ହେଲେ ଲୋକସଭାର ବାଚସ୍ପତି। ସର୍ବସମ୍ମତି କ୍ରମେ  ଲୋକସଭାର ବାଚସ୍ପତି ଭାବେ ସେ ନିର୍ବାଚିତ ହୋଇଛନ୍ତି। ଲୋକସଭା ବାଚସ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ତାଙ୍କ ନାଁ ପ୍ରସ୍ତାବିତ ହୋଇଥିଲା। ଏହି...

ଆଜିର ମୁଖ୍ୟ ଖବର @11AM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ।...

ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ନବୀନ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ। ଏହି ...

‘ଏକ ଦେଶ ଏକ ନିର୍ବାଚନ’ ଉପରେ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ ବ୍ୟୁରୋ ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ...

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା...

ଏସ୍ଆଇଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ନିର୍ବାଚନରେ ଜବତ କଳା ଟଙ୍କାର ହେବ ଖୋଳତାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ସାଧାରଣ ନିର୍ବାଚନ ସମୟରେ ଜବତ...

ପ୍ରକାଶ ପାଇଲା NEST ପରୀକ୍ଷା ଫଳ – ଓଡ଼ିଶା ଟପର ହେଲେ କାହ୍ନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଲା ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(NEST) ୨୦୧୯ର ଫଳାଫଳ। ଏହି ପ୍ରବେଶିକା ପରୀକ୍ଷାରେ ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ଟପର ହୋଇଥିବା ବେଳେ ଓଡିଶାରୁ କାହ୍ନା ଜୈନ୍‌ ଟପର...

ଆଜିର ମୁଖ୍ୟ ଖବର @10PM (ଜୁନ ୧୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ବିହାର ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ଆଲର୍ଟ! ଲିଚୁ ନମୂନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ବଢ଼ି ଚାଲିଛି।...

୮ ବର୍ଷରେ ଚୀନ ଜନସଂଖ୍ୟାକୁ ଟପିବ ଭାରତ

ଓଡିଶାଲାଇଭ ବ୍ୟୁରୋ ଭାରତ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟାବହୁଳ ଦେଶ ହେବ। ଆଗାମୀ ୮ ବର୍ଷ ମଧ୍ୟରେ ଚୀନ ଜନସଂଖ୍ୟାକୁ ଟପିବ ଭାରତ। ଏନେଇ ମିଳିତ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚୀନ...

ଆଜିର ମୁଖ୍ୟ ଖବର @7PM (ଜୁନ ୧୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ମୃତ ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ  ଯାତ୍ରୀବାହୀ ବସ୍‌ ଓ  ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ...