National

ପାଇଲଟଙ୍କୁ ଫେରାଇବା ପାଇଁ ସର୍ତ୍ତ ରଖିଲା ପାକ୍‌  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହି ମଧ୍ୟରେ ପାକ୍‌ ଜଣେ ଭାରତୀୟ ପାଇଲଟଙ୍କୁ ଗିରଫ କରି ରଖିଛି। ଭାରତୀୟ ପାଇଲଟ ପାକ୍‌ରେ ରହିଥିବାରୁ ତାଙ୍କୁ ଫେରାଇ...

ଖୁବଶୀଘ୍ର ସୁଧୁରିବ ଭାରତ-ପାକ୍‌ ସମ୍ପର୍କ : ଟ୍ରମ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ହେବ ବୋଲି...

ମୁମ୍ବାଇରେ ହାଇ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲାକୋଟରେ ଜୈଶ-ଏ-ମହମ୍ମଦ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହାସହ ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ମଧ୍ୟ ଅଛନ୍ତି। ଏହି ଭିତ୍ତିରେ ଆତଙ୍କୀ ଆକ୍ରମଣକୁ ନଜରରେ...

“ଭାରତ ଏକ ହୋଇ ରହିବ, ଏକ ହୋଇ ଲଢ଼ିବ”

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡିଓ କନଫରେନ୍ସିଂ ଜରିଆରେ ବୁଥ୍‌ସ୍ତରୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ମିଶନ ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ମେରା ବୁଥ୍‌ ସବସେ ମଜବୁତ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।...

ବାରମ୍ବାର ମିଛ କହୁଛି ପାକ୍‌ – ସତ ବାହାର କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଖରାପ ହେଉଥିଲାବେଳେ ପାକିସ୍ତାନ କିନ୍ତୁ ଗୋଟିଏ ପରେ ଗୋଟିଏ ମିଛି କହିଚାଲିଛି। ଗୁରୁବାର ପାକ୍‌ର ଆଉ ଏକ ମିଛ ଧରାପଡ଼ିଛି। ବୁଧବାର ପାକିସ୍ତାନ ଦାବି...

ଭାରତୀୟ ପାଇଲଟଙ୍କୁ ଛାଡ଼ି ଦେବାକୁ ଦାବି କଲେ ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ ଭାରତୀୟ ପାଇଲଟଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ...

ପ୍ରତିରକ୍ଷାମନ୍ତ୍ରୀ ଡାକିଲେ ବୈଠକ – ଆସନ୍ତା କାଲି ଜମ୍ମୁ କଶ୍ମୀର ଯିବେ ସୀତାରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ପାକ୍‌ ଭିତରେ ସମ୍ପର୍କ ଖରାପ ହେବାରେ ଲାଗିଛି। ପାକ୍‌କୁ କଡ଼ା ଜବାବ ଦେବାପଇଁ ଭାରତର ପ୍ରସ୍ତୁତି ଜୋର କରିଛି। ସେପଟେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଜରୁରୀ ବୈଠକ ଡାକିଛନ୍ତି। ବୈଠକରେ ସ୍ଥଳସେନା ମୁଖ୍ୟ,...

ଭାରତ-ପାକ ଭିତରେ ବଢ଼ୁଛି କନ୍ଦଳ, ସନ୍ଧ୍ୟାରେ ବସିବ ଜୁରୁରୀ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏୟାରଷ୍ଟ୍ରାଇକ ପରେ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହୋଇଛି। ଏନେଇ ଆଜି ସନ୍ଧ୍ୟାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକ ବସିବ। ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ଭାରତ ଓ ପାକ୍‌...

ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ, ୭ ୱିକେଟ୍‌ରେ ହାରିଲା ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତକୁ ଶେଷରେ ପରାସ୍ତ ହୋଇଛି। ଭାରତ ବିପକ୍ଷ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ।ବାଙ୍ଗାଲୋର ଏମ୍.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍...

ଏଠି ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି, ପୂର୍ଣ୍ଣ ହୋଇଥାଏ ମନସ୍କାମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ପୂଜା ପାଇବା କଥା ସମସ୍ତେ ଜାଣିଥାନ୍ତି। କିନ୍ତୁ ଦେବାଦେବୀ ପରିବର୍ତ୍ତେ ନିଜ କଷ୍ଟରୁ ରକ୍ଷା ପାଇବା ପାଇଁ ଲୋକେ ଛେଳି ପାଖରେ ପୂଜାର୍ଚ୍ଚନା କରୁଛନ୍ତି। ପୂଜାର୍ଚ୍ଚନା କଲେ...