National

୭୦ ବର୍ଷ ବିତିଗଲା, ଜମ୍ମୁ କଶ୍ମୀରରୁ ୩୭୦ ହଟାଇ ପାରିଲାନି କଂଗ୍ରେସ – ଅମିତ ଶାହ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫରିଦାବାଦରେ ପ୍ରଚାର କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। ୭୦...

ସୁପ୍ରିମକୋର୍ଟରେ ଶେଷ ହେଲା ଅଯୋଧ୍ୟା ମାମଲାର ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶେଷ ହେଲା ଶୁଣାଣି। ଦୀର୍ଘ ୪୦ ଦିନର ଶୁଣାଣି ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଉଭୟ ହିନ୍ଦୁ ଓ ମୁସଲିମ୍‌ ପକ୍ଷର ଓକିଲ ଦଲିଲ...

ପୁଲୱାମା ସହିଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ କୋଚିଂ ଦେଉଛନ୍ତି ସେହ୍ୱାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଯବାନଙ୍କ ପୁଅଙ୍କୁ କ୍ରିକେଟ୍ କୋଚିଂ ଦେଉଛନ୍ତି ବିରେନ୍ଦ୍ର ସେହ୍ୱାଗ। ଏନେଇ ସେହ୍ୱାଗ ତାଙ୍କ ଟୁଇଟର ପେଜରେ ଲେଖି ଜଣାଇଛନ୍ତି। ସେହ୍ୱାଗ ଲେଖିଛନ୍ତି, “ହିରୋ ମାନଙ୍କର ପୁଅ ଏମାନେ,...

ହେମାମାଳିନୀଙ୍କ ଗୋଟିଏ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ। ତାଙ୍କ ଅଭିନୟର ଯାଦୁରେ ଦିଓ୍ୱାନା ହୋଇଛନ୍ତି ଲକ୍ଷ ଲକ୍ଷ ଦର୍ଶକ। ଆଜି ଏହି ଅଭିନେତ୍ରୀ ନିଜର ୭୧ତମ ଜନ୍ମଦିନ ପାଳୁଛନ୍ତି। ୧୯୪୮...

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଆସିବ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟରେ ଚାଲିଛି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗାଇଙ୍କ...

ଜୁନିଅର ରୋଇଂ ଚମ୍ପିୟନସିପରେ ଓଡ଼ିଶାକୁ ୩ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟ ପ୍ରଦେଶର ଭୋପାଳଠାରେ ଶେଷ ହୋଇଥିବା ୪୦ତମ ଜାତୀୟ ଜୁନିୟର ରୋଇଂ ଚମ୍ପିୟନସିପରେ ଓଡ଼ିଶାର ପ୍ରତିଯୋଗୀମାନେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।...

ନବୀନଙ୍କୁ ହାପି ବାର୍ଥ ଡେ’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=jJZoYVKUb0Q ୭୪ ବର୍ଷ ବୟସରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରର ଦଳୀୟ ନେତା, କର୍ମୀ, ସମର୍ଥକ ସମସ୍ତେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ହାପି ବାର୍ଥ ଡେ’ ଡ୍ରିମ୍‌ ଗର୍ଲ ହେମାମାଳିନୀ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ନିଜର ୭୧ତମ ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମାମାଳିନୀ। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ହେମାମାଳିନୀ। ହେମାଙ୍କ ସୁନ୍ଦରତା...

ପଶ୍ଚିମବଙ୍ଗରେ ସୌରଭ ଗାଙ୍ଗୁଲି ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦ। ଲାଗିଲା ରାଜନୀତିର ରଙ୍ଗ। ୧୮ ହଜାରରୁ ଅଧିକ ରନ୍‌ ଏବଂ ୩୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ...

ତିହାର ଜେଲ୍‌ରେ ଚିଦାମ୍ଵରମ୍‌ଙ୍କୁ ଜେରା କରିବ ଇଡି

ଓଡ଼ିଶାଲାଇଭ ବ୍ୟୁରୋ ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଵରମ୍‌ଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ କୋର୍ଟ। ବୁଧବାର ସକାଳେ ଇଡି ତିହାର ଜେଲ୍‌ରେ ଚିଦାମ୍ଵରମ୍‌ଙ୍କୁ ଜେରା...