ଭାରତରେ ଲଞ୍ଚ ହେଲା Xiaomi Mi A3 ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଭାରତରେ ଲଞ୍ଚ ହେଲା Xiaomi Mi A3 ସ୍ମାର୍ଟଫୋନ। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ 'ଏମ୍‌ଆଇ ଏ୩'। ଦିଲ୍ଲୀରେ ଆୟୋଜିତ ଏକ...
online gaming

ଲକ୍‌ଡାଉନରେ ଅନ୍‌ଲାଇନ ଗେମ୍‌ର ବଢୁଛି ଚାହିଦା, ଭାରତରେ ଡିଜିଟାଲ ଖେଳର ବ୍ୟବସାୟ ୧୨ ହଜାର କୋଟି ଛୁଇଁବ

ଓଡିଶାଲାଇଭ୍ ବ୍ୟୁରୋ ଏଇ ଲକ୍‌ଡାଉନରେ ଯେତେବେଳେ ବାହାରକୁ ଗୋଡ଼ କାଢ଼ି ହେଉନାହିଁ, ଘରେ ବସି ସମସ୍ତେ ବୋର୍ ହେବା ସ୍ୱାଭାବିକ କଥା। ଏହି ବୋର୍‌ଡମ୍ କାଟିବା ପାଇଁ ଅଧିକାଂଶ ଅନ୍‌ଲାଇନ୍ ଗେମ୍‌କୁ ପସନ୍ଦ କରୁଛନ୍ତି।...

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ୫ଟି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ...
Vivek Bindra 2

ଅଗଷ୍ଟ ୧୫ରେ ବିବେକ ବିନ୍ଦ୍ରାଙ୍କ ମେଗା ୱେବିନାର – ‘ହାଓ ଟୁ ଷ୍ଟାଟ୍ ଏ ଷ୍ଟାର୍ଟଅପ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=o6UCmAoJi98&feature=youtu.be ଅଗଷ୍ଟ ୧୫ରେ ମେଗା ୱେବିନାର୍‌ କ୍ଷୁଦ୍ର ଉଦ୍ୟୋଗୀ ଏବଂ ଯୁବପିଢ଼ିଙ୍କୁ ମନ୍ତ୍ର ଦେବେ ଡକ୍ଟର ବିବେକ ବିନ୍ଦ୍ରା ଦେଶର ମୋଟିଭେସନାଲ ସ୍ପିକର ହେଉଛନ୍ତି ବିବେକ ବିନ୍ଦ୍ରା ଦିନ ୧୨ଟାରୁ ୧ଟା୩୦...

ବଜାରକୁ ଆସିବ Mi Note 10 – ମିଳିବ ୧୦୮ ମେଗାପିକ୍ସେଲ ଲେନ୍ସ ସହ ୫ଟି କ୍ୟାମେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଏକ ନୂଆ ସ୍ମାର୍ଟଫୋନ 'Mi Note 10' ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି। ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ୧୦୮ ମେଗାପିକ୍ସେଲ ଲେନ୍ସ ସହ ୫ଟି...

ଏନଆର୍‌ସି,ଏନପିଆର୍‌ ପରେ କେନ୍ଦ୍ର ସରକାର ଆଣୁଛନ୍ତି ଏନବିଆର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ଏକ ଜାତୀୟ ବ୍ୟବସାୟ ପଞ୍ଜିକା ବା ନ୍ୟାସନାଲ ବିଜନେସ ରେଜିଷ୍ଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ...

ଆଧାର ତଥ୍ୟ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଏହି ୫ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ଆଧାର କାର୍ଡ ନମ୍ବର ଲିକ ହେବାର ବହୁତ ଗୁଡ଼ିଏ ମାମଲା ସାମ୍ନାକୁ ଆସୁଛି। ସେଥିପାଇଁ ଆଧାର କାର୍ଡଧାରୀଙ୍କୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସତର୍କ ସୂଚନା । ଆଧାର ନମ୍ବରର ଅନଲାଇନ...

୫ ହଜାର ଟଙ୍କା ବି ଯୋଗାଡ଼ କରିପାରୁ ନଥିଲେ ଏୟାରଟେଲ୍ ମାଲିକ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏୟାରଟେଲ୍ ମାଲିକ ସୁନିଲ ଭାରତୀ ଆଜି ଦେଶର ଜଣେ ବଡ଼ ଉଦ୍ୟୋଗପତି ଭାବରେ ଗଣା ଯାଆନ୍ତି। ଦେଶ ବିଦେଶରେ ତାଙ୍କ କମ୍ପାନି ଏୟାରଟେଲ୍ ମୋବାଇଲ ସର୍ଭିସ ଦେଇ ଆସୁଛି। ଆଜି ତାଙ୍କ...

ଅନଲାଇନରେ କେମିତି କରିବେ ପାନ୍ କାର୍ଡ ସହ ଅଧାର ଲିଙ୍କ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାର ପାନ ଓ ଆଧାରକାର୍ଡ ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ଯାଏଁ ଥିଲା କିନ୍ତୁ ସରକାର ଏହାର ସମୟସୀମା ସେପ୍ଟେମ୍ବର ୩୦, ୨୦୧୯କୁ...

ବିଏସ୍‌-୪ ଓ ବିଏସ୍‌-୬ ଇଞ୍ଜିନ ମଧ୍ୟରେ କ’ଣ ରହିଛି ଫରକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୨୦୨୦ରେ ବନ୍ଦ ହେବ ବିଏସ୍‌-୪ ଇଞ୍ଜିନଯୁକ୍ତ ଗାଡ଼ି। ତେବେ ଆସନ୍ତୁ ଜାଣିବା, ବିଏସ୍‌-୪ ଓ ବିଏସ୍‌-୬ ଇଞ୍ଜିନ ମଧ୍ୟରେ କ'ଣ ରହିଛି ଫରକ? ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ...