ୟୁକ୍ରେନ୍‌ରୁ ଫେରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଠପଢ଼ା କଥା ବୁଝିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଓଡ଼ିଶାର ୭୭ ଜଣ ଛାତ୍ରଛାତ୍ରୀ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାର ଯୋଗାଇ ଦେଇଥିବା ବିମାନରେ ସୋମବାର ଛାତ୍ରଛାତ୍ରୀ ଭୁବନେଶ୍ଵରରେ ପହଞ୍ଚିବା ପରେ...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇ ଏହା ଯୁଦ୍ଧର ରୂପ ନେଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ...

ୟୁକ୍ରେନରୁ ସହାୟତା ପାଇଁ ନିବେଦନ କଲେ ଓଡ଼ିଶା ଝିଅ ତଲତ ଜାହାନ

ଓଡ଼ିଶାଲାଇଭ ବ୍ୟୁରୋ https://www.youtube.com/watch?v=LtPVI5dED4o   ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଶା ଝିଅ ତଲତ ଜାହାନ। ଭୋକ ଉପାସରେ ଜୀବନ ବିତୁଥିବାବେଳେ ଖୁବ୍ ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସେ।...

ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ : ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତେ ନିରାପଦ ଦେଶକୁ ଫେରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଵସ୍ତି ପ୍ରକାଶ କରିବା ସହ ୟୁକ୍ରେନରୁ ଫେରି ଦିଲ୍ଲୀରେ ଥିବା ଓଡ଼ିଆ...

ୟୁକ୍ରେନରୁ ଓଡ଼ିଆଙ୍କୁ ନିଜ ଖର୍ଚ୍ଚରେ ଆଣିବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁଦ୍ଧ ଘୋଷଣା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ରୁଷ ଆକ୍ରମଣରେ ୟୁକ୍ରେନ ଥରୁଥିବାବେଳେ ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ ନାଗରିକ। ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଶାରୁ...

ୟୁକ୍ରେନକୁ ଛାରଖାର କଲାଣି ରୁଷ: କ୍ଵିଭକୁ କବ୍‌ଜାକୁ ନେବାକୁ ପ୍ରୟାସ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଧ୍ଵଂସ ଲୀଳା ଜାରି ରଖିଛି ରୁଷ। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସୋମବାର ୧୯...

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ପଡ଼ିଲା ରୁଷର ମିସାଇଲ୍, ୨ ପୋଲାଣ୍ଡ ନାଗରିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ୍ ଉପରେ ରୁଷ୍ ମିସାଇଲ୍ ମାଡ଼ ଜାରିରହିଛି। ଏହାରି ଭିତରେ ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି। ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ଼ ହୋଇଥିବା ସୂଚନା ମିଳିଛି। ମିସାଇଲ୍...

ୟୁ-ଟର୍ନ ବେଳେ ପଛରୁ ପିଟିଲା କାର୍, ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ନିକଟରେ ଏକ ସ୍କୁଟି ଓ କାର ମଧ୍ୟରେ ହୋଇଛି ଧକ୍କା। ଏଥିରେ ଉଭୟ ସ୍କୁଟି ଚାଳକ ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ...

ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଯୋଡ଼ା ହେଲା ନୂଆ ସିଲାବସ: ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ନୂଆପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସିଲାବସ୍। ଏହି ନୂଆ ନିୟମ ୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ...