ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ: ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ଗୋପପୁର

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଆସର ଜମିବାରେ ଲାଗିଛି। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ଧନୁଯାତ୍ରାରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। କଂସ ମହାରାଜଙ୍କ ଅଟ୍ଟହାସ୍ୟରେ...

ମେକ୍ ଇନ୍ ଓଡ଼ିଶା ୨୦୧୮: ସ୍ଵତନ୍ତ୍ର ମହିଳା ଉଦ୍ୟୋଗୀ ଅଧିବେଶନରେ ଶୁଣନ୍ତୁ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌଣସି ଦେଶ ବା ରାଜ୍ୟର ବିକାଶ ହୋଇପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ...

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୨୯ ତାରିଖଠାରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର। ଆଜିଠାରୁ ଉଭୟ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି...

ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଝାରତରଭା ରେଳ ଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଜି ବଲାଙ୍ଗୀର ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ପରୀକ୍ଷାମୂଳକ ଭାବେ ରେଳ ଗଡ଼ିଛି। ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଜିଲ୍ଲା ଝାରତରଭା ରେଳ ଷ୍ଟେସନ...

ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ପ୍ରି-ମାଟ୍ରିକ ଛାତ୍ରବୃତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ପ୍ରି-ମାଟ୍ରିକ ଛାତ୍ରବୃତ୍ତିର ରାଶିକୁ ବଢ଼ାଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ଛାତ୍ରବୃତ୍ତି ଦିଆଯିବ। ଏନେଇ...

ଆଜି ତତଲା ସହର ପାଲଟିଲା ଭୁବନେଶ୍ଵର, ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଆଜି, ଗୁରୁବାର ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ଵର। ଦିନ ୨ଟା ୩୦ ସୁଦ୍ଧା ଏଠାରେ ସର୍ବାଧିକ ତାପମାତ୍ରା ୪୩.୬...

ବନ୍ୟା ଅପଡେଟ୍ – ଜାଣନ୍ତୁ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ବନ୍ୟାର ସ୍ଥିତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍। ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ ଏବେ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ଡ୍ୟାମ୍‌ର...

ଭାରତୀୟ ନୌସେନାର ଶକ୍ତି ବଢ଼ାଇବେ ୨,୫୮୫ ଅଗ୍ନିବୀର, ଆଇଏନଏସ୍ ଚିଲିକାରେ ପାସିଂ ଆଉଟ୍ ପ୍ୟାରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ୨,୫୮୫ ଜଣ ଅଗ୍ନିବୀର। ଏଥିଲାଗି ଓଡ଼ିଶାରେ ଥିବା ଆଇଏନଏସ୍ ଚିଲିକାରେ ଆୟୋଜିତ ହୋଇଯାଇଛି। ଅଗ୍ନିବୀରଙ୍କ ପ୍ରଥମ ପାସିଂ ଆଉଟ୍ ପ୍ୟାରେଡ୍। ଏହି ପ୍ୟାରେଡରେ ନୌସେନା ଅଧ୍ୟକ୍ଷ...

ପାରାଦୀପ: ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପ ଗସ୍ତ କରି ଏହିସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଠାରେ ଜେଏସଡବ୍ଲ୍ୟ ଗ୍ରୁପର ଉତ୍କଳ...

‘ଅବତାର ୨’ ଦେଖିବାବେଳେ ହୃଦଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ଘଟିଛି ଏଭଳି ଘଟଣା। ମୃତ ବ୍ୟକ୍ତିଜଣକ ହେଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ।...