ମହାଶିବରାତ୍ରିରେ ନୟାଗଡ଼ ଜିଲ୍ଲାର ଶୈବପୀଠରେ ଦୀପ ଜାଳିଲେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ଉତ୍ସାହର ସହିତ ମହାଶିବରାତ୍ରି ପାଳନ କରିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଶ୍ରୀଲଡ଼ୁବାବା, ଓଡ଼ଗାଁର ଶ୍ରୀଦ୍ୱିତୀକେଶ୍ୱର ମହାଦେବ, କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଥିବା ସିଦ୍ଧେଶ୍ୱର ମହାଦେବ,...

ଭାରତରେ ପ୍ରଥମ – ମହିଳା କ୍ରୀଡ଼ାବିତ ରାଣୀ ରାମପାଲଙ୍କ ନାଁରେ ନାମିତ ହେଲା ହକି ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅନେକ ବିଭିନ୍ନ କ୍ରୀଡ଼ା ପାଇଁ ଅନେକ ଷ୍ଟାଡିୟମ ରହିଛି। ସେଥିମଧ୍ୟରୁ ଏକାଧିକ ଷ୍ଟାଡିୟମକୁ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା କ୍ରୀଡ଼ାବିତଙ୍କ ନାମରେ ନାମିତ କରାଯାଇଛି। ଏବେ ଭାରତରେ ପ୍ରଥମଥର ପାଇଁ...

ଆସିଛି ନୂଆବର୍ଷ ୨୦୨୪, ସଭିଙ୍କ ପାଇଁ ଆଣିଛି ନୂଆ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୩୧ ତାରିଖ ରାତି ୧୨ଟା। ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ହୋଇ ଆସିଛି ନୂଆବର୍ଷ ୨୦୨୪। ଖୁବ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରୁଛନ୍ତି ସଭିଏଁ। ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ...

ସୁନ୍ଦରଗଡ଼ ଜିଲ୍ଲା ବଣାଇଁରୁ ଆରମ୍ଭ ହେଲା ଜୋନାଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭିତରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଏନେଇ ବୁଧବାରଠାରୁ ୧୭ ବର୍ଷରୁ କମ୍ ବାଳକ...

ରାଜ୍ୟରେ ୩ ଦିନ ଭିତରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଖସିବାରେ ଲାଗିଛି ତାପମାତ୍ରା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ। ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ...

ରାୟଗଡ଼ା ଥାନାରୁ ଅଭିଯୁକ୍ତ ଫେରାର ହେବା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ୱିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି...

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, କ’ଣ ରହିଛି ଏହି ଦିନର ବିଶେଷତ୍ୱ?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳିତ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା।...

ରାଜ୍ୟରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଉପରେ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୫୩୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୧ ତାରିଖ ରିପୋର୍ଟ ଅନୁଯାୟୀ ୧,୫୭୨ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ନୂଆ...

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ  ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କର ସୋମବାର ଦେହାନ୍ତ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ...

‘ଦ କଶ୍ମୀର ଫାଇଲ୍ସ’ ଚର୍ଚ୍ଚା ଯେତିକି ବିବାଦ ସେତିକି

ଓଡ଼ିଶାଲାଇଭ୍ ବ୍ୟୁରୋ ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ୩୦...