ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୋମବାର ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନଭେମ୍ବର ୧୧ ତାରିଖରେ ପଡ଼ିବ ଭୋଟ।
ଅକ୍ଟୋବର...
ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଏହା ପୂର୍ବରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ପ୍ରତିନିଧି ମଣ୍ଡଳିଙ୍କ...
ବାଜିଲା ବିଗୁଲ: ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...
ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ। ହୃଦଘାତର ଶିକାର ହେବା ପରେ ରାଜେନ୍ଦ୍ର ଢୋଲକିଆଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ...
ଭିଜିଲାନ୍ସ ଜାଲରେ ଖଡ଼ିଆଳ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁଶାନ୍ତ ସେଠୀଙ୍କର...
ପଶ୍ଚିମ ଓଡ଼ିଶାରେ ଦୁଇଟି ନୂଆ ରେଳ ଲାଇନ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇ ପୂର୍ବରୁ ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଘୋଷଣା। ପଶ୍ଚିମ ଓଡ଼ିଶାରେ ଦୁଇଟି ରେଳ ଲାଇନ ନିର୍ମାଣ ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବରଗଡ଼, ନୂଆପଡ଼ା ଏବଂ...
ବିଜେଡି-ବିଜେପି-କଂଗ୍ରେସ: ଏଥର ନୂଆପଡ଼ା କାହାର ହେବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=QXhbgPrFulc
ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା...
ନୂଆପଡ଼ାରେ ବାଜିରେ ଲାଗିଛି ସମ୍ମାନ: ଆର ୟା ପାରର ଲଢ଼େଇ ପାଇଁ ମଇଦାନରେ ହେଭିୱେଟ୍ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୂଆପଡ଼ା ବିଧାନସଭା ଆସନରେ ଏଥର ସମ୍ମାନର ଲଢ଼େଇ ହେବାକୁ ଯାଉଛି। ଏହି ଆସନରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଆର ୟା ପାରର ଲଢ଼େଇ ପାଇଁ ସବୁ...
ନୂଆପଡ଼ାରେ ବାଘ ଆତଙ୍କ: ସପ୍ତାହକରେ ଦୁଇ ଜଣଙ୍କୁ ଖାଇଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ଜିଲ୍ଲାରେ କଲରାପତରିଆ ବାଘକୁ ନେଇ ଆତଙ୍କ ପଢ଼ିବାରେ ଲାଗିଛି। ଗତ ତିନିଦିନ ତଳେ ଜଣେ ନାବାଳକଙ୍କୁ ମାରିବା ପରେ ଗୋଟିଏ ଗାଈକୁ ଶିକାର କରିଥିଲା। ଶନିବାର ଦିନ ପୁଣି ଜଣେ...
ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେଲା ନବାନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ,...




















