ଧର୍ମେନ୍ଦ୍ର ଦେଲେ ଜବାବ – ‘ବିଜେଡି ଆଗେ ନିଜ ଘର ସମ୍ଭାଳୁ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ୨୦୧୯ ନିର୍ବାଚନରେ କାହିଁକି ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁନାହାନ୍ତି ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ଯାହାର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, "ବିଜେଡି ଭୟଭୀତ ଓ ସେ...

ସମ୍ବଲପୁରରେ କାୟା ବିସ୍ତାର କରୁଛି ଜଣ୍ଡିସ୍‌ – ୨ ଦିନରେ  ୬୦ ଆକ୍ରାନ୍ତ, ୫ ଆସିୟୁରେ

ଓଡ଼ିଶାଲାଇଭ୍ ବ୍ୟରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) ସମ୍ବଲପୁରରେ ପୁଣି ଜଣ୍ଡିସ୍‌ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଦୁଇଦିନ ମଧ୍ୟରେ ସରକାରୀ ଭାବରେ ୩୨ଜଣ ରୋଗୀ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା...

ପାଣି ଟାଙ୍କିରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁରେ ଅଘଟଣ। ସକାଳୁ ଗାଁ ଲେକେ ନିର୍ମାଣ ହେଉଥିବା ଓଭର ହେଡରୁ ଟାଙ୍କିରୁ ପିଇବା ପାଣି ନେବା ବେଳକୁ ପଚା ଦୁର୍ଗନ୍ଧ ବାହାରୁ ଥିବାରୁ ସନ୍ଦେହ...

ମିଲ୍‌କ ମନ୍ତ୍ର ଲଞ୍ଚ୍‌ କଲା କୁଲ୍ କପ୍‌ରେ ଲସି-ଘୋଳଦହି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ନିଜର ନୂତନତାକୁ ଜାରି ରଖିବା ସହ ଓଡିଶାର ଗ୍ରାହକଙ୍କ ପାଇଁ ନୂଆ ପ୍ୟାକେଜିଙ୍ଗ ଜରିଆରେ କୁଲ୍ କପ୍‌ରେ  ମିଲ୍‌କ ମନ୍ତ୍ର ଲଞ୍ଚ୍‌ କରିଛି ଲୋକପ୍ରିୟ ଗ୍ରୀଷ୍ମକାଳୀନ ମିଲ୍‌କ...

କ୍ଷମତା ଛଡ଼ା ଆଉ କିଛି ଚାହୁଁନାହାନ୍ତି ନିରଞ୍ଜନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି...

ପିପିଲି ପଲିଟିକ୍ସ – ଏଥର ମଇଦାନରେ କେଉଁ ରଥୀ?

ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଢ଼ି ଯାଇଛି ରାଜ୍ୟ ରାଜନୀତିର ପାରଦ। କିଏ ଟିକେଟ ପାଇବ ଏବଂ କାହାକୁ ଟିକେଟ ଦେଲେ ଦଳ ଜିତିବ ତାକୁ ନେଇ ସବୁଠି ଅଙ୍କ...

ଏପ୍ରିଲ ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଗସ୍ତରେ ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ମୋଦିଙ୍କ ଗସ୍ତ ନେଇ...

ଧର୍ମେନ୍ଦ୍ରଙ୍କୁ କେଞ୍ଚିଲା ବିଜେଡି : ‘ଦମ୍ଭ ଅଛି ତ ନିର୍ବାଚନ ଲଢ଼’

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଯେଉଁ ଦଳର ମୁଖିଆ ନିଜେ ନିର୍ବାଚନ ଲଢ଼ୁନାହାନ୍ତି ସେ ଦଳ ରାଜ୍ୟରେ କି ପରିବର୍ତ୍ତନ ଆଣିବ ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଓଡ଼ିଶାରେ ବିଜେପିର ‘ପରିବର୍ତ୍ତନ’ ସ୍ଲୋଗାନର ଆଜି କଡ଼ା ଜବାବ...

ଏପ୍ରିଲ ୧ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧ରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ। ଓଡ଼ିଶାରେ ଦୁଇଟି ଅଫିସିଆଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତି ଓଡ଼ିଶା ଆସିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ...

ରବିବାର ସତ୍ତ୍ୱେ ନବୀନ ନିବାସ ଚଳଚଞ୍ଚଳ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଉ ମାତ୍ର ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ। ଏହାରି ଭିତରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ତାଲିକା...