ଦୁଇ ଦିନ ହେବ ବର୍ଷା ସାଙ୍ଗକୁ ବଜ୍ରପାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବା ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ...
ମାର୍ଚ୍ଚ ୪ରେ ମହାଶିବରାତ୍ରି – ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୪ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ଶୈବ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରି...
ରାଜନୀତି ମଇଦାନରେ ସ୍ୱାମୀ-ସ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନ ମଇଦାନରେ ଓଡ଼ିଶାବାସୀ ଭିନ୍ନ ରାଜନୀତି ଦେଖି ଆସିଛନ୍ତି। କେତେବେଳେ ନେତାଙ୍କ ପୁଅ ଏବଂ ଝିଅ ନିର୍ବାଚନ ମଇଦାନକୁ ସରଗରମ କରିଛନ୍ତି ତ ପୁଣି କେତେବେଳେ ସ୍ୱାମୀ-ସ୍ତ୍ରୀ ରାଜନୀତି ବଜାରରେ...
ମୟୂରଭଞ୍ଚରେ ହିଙ୍ଗୁଳା ମେଳା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଚ ଜିଲ୍ଲା କଉଡିଖଣି ଶାଳ ଜଙ୍ଗଲରେ ହିଙ୍ଗୁଳା ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ବିଶ୍ୱାସ ରହିଛି ଏହି ମେଳା ମାଧ୍ୟମରେ ଅଗ୍ନି ଦେବତାଙ୍କୁ ଶାନ୍ତ...
ଫେବ୍ରୁଆରିରୁ ଅସହ୍ୟ ହେଲାଣି ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ମାସରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା ଗତ ୨ରୁ୩ଦିନ ହେବ ଅଧିକ ହୋଇଛି। ଶନିବାର ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
ସେହିପରି କଟକ,ଭବାନୀପାଟଣାରେ ବି...
ଆଜି ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଢେଙ୍କାନାଳରେ ୯୫୩କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ ଓ ଅନୁଗୁଳ ଜିଲ୍ଲାରେ ୧୧୨୯କୋଟି ଟଙ୍କାର ୩୬ଟି...
ନୂଆପଡ଼ା – ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଶିକ୍ଷକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ମାଟ୍ରିକ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡା ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକଙ୍କୁ ବୋଡେନ ପୋଲିସ ଗିରଫ କରିଛି।
ଏହି ଘଟଣାରେ ଦୁଇ ପରୀକ୍ଷା ସୁପରିଟେଣ୍ଡେଣ୍ଟ ଓ ତିନି ଇନଭିଜିଲେଟରଙ୍କୁ...
ଭୁବନେଶ୍ୱର ଏୟାରପୋର୍ଟରେ ତୃତୀୟ ଟର୍ମିନାଲ ଖୁବ୍ଶୀଘ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
"ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତୃତୀୟ ଟର୍ମିନାଲ ଖୁବ୍ଶୀଘ୍ର। ୫ରୁ ୬ ମାସ ଭିତରେ ଏହି କାମ ଶେଷ ହେବ। ଏଥିପାଇଁ ୯୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି", କହିଛନ୍ତି...
କଂଗ୍ରେସ ନେତାଙ୍କ ଘନଘନ ଗସ୍ତ, ତାଲିକା ଦେଖା ନାହିଁ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ କିଏ ନେବ କଂଗ୍ରେସ ଟିକେଟ?
କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମାନିବାକୁ ପଡ଼ିବ। ଅନ୍ୟ ଦୁଇ ଦଳ ବିଜେଡି ଓ ବିଜେପି ଏଦିଗରେ କ'ଣ କରୁଛନ୍ତି...
ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତିର ମହାକୁମ୍ଭ ‘ଆମ ଉତ୍କର୍ଷ ଓଡ଼ିଶା’ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ଦୁଇଦିନିଆ 'ଆମ ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମ
ଉଦ୍ଘାଟନ କଲେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ
ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ଉଦଘାଟନୀ...





















