କ୍ଷମତା ଛଡ଼ା ଆଉ କିଛି ଚାହୁଁ ନାହାନ୍ତି ନିରଞ୍ଜନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି...
ବରଗଡ଼ରେ ମୁଖ୍ୟମନ୍ତ୍ରୀ କହିଲେ ପିଏମ୍ କିଷାନ ଯୋଜନାଠୁ କାଳିଆ ଯୋଜନା ଭଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଗସ୍ତରେ ଯାଇଛନ୍ତି। ବରଗଡ଼ ଚାଷୀ ସମାବେଶରେ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୨ୟ ପର୍ଯ୍ୟାୟରେ ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
କୋରାପୁଟରେ ଅନ୍ତଃରାଜ୍ୟ ପୋଲିସ ବୈଠକ, ମାଓ ମୁକାବିଲା ନେଇ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଜୟପୁରରେ ଅନ୍ତଃରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍ପି ମଧ୍ୟ ସାମିଲ ହୋଇଛନ୍ତି।
ଦକ୍ଷିଣ ପଶ୍ଚିମାଞ୍ଛଲ ଡିଆଇଜି ହିମାଂଶୁ ଲାଲଙ୍କ...
ବସ୍ ଓଲଟି ୨୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ...
ଓଡ଼ିଶା ବନ୍ଦ ଡାକରାକୁ ଦୁର୍ଭାଗ୍ୟଜନକ କହିଲେ ଅର୍ଥମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।
“ମାଟ୍ରିକ ପରୀକ୍ଷା ପ୍ରସ୍ତୁତିକୁ ଭ୍ରୁକ୍ଷେପ ନକରି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ବେଳେ ବିଭିନ୍ନ ସ୍ଥାନରେ...
ବଢ଼ୁଛି ତାପମାତ୍ରା- ମାଲକାନଗିରିରେ ୩୮ ଡିଗ୍ରୀ, ରାଜଧାନୀରେ ୩୫ ଡିଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଉପକୂଳ ଓ ପଶ୍ଚିମ ଓଡ଼ିଶାର ୫ରୁ ଅଧିକ ସହରର...
ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଚାଷୀ ସମାବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ରେ ଗୁରୁବାର ଚାଷୀ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ଓ ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର...
ଓଡ଼ିଶା ବନ୍ଦ, ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏନେଇ...
ନବ ନିର୍ମାଣ କୃଷକ ସଙ୍ଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାଇସ୍, ପ୍ରେସଟିଜ୍ ଓ ପେନସନ୍ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ।
ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ୩ପି...
ଉଦଘାଟିତ ହେଲା ବମିଖାଲ ଓଭରବ୍ରିଜ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛି। ବମିଖାଲ ଓଭରବ୍ରିଜ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଓଭରବ୍ରିଜ ବୁଲି ଦେଖିଥିଲେ।
ବମିଖାଲ ଓଭରବ୍ରିଜକୁ...





















