‘ପଦ୍ମ’ ପୁରସ୍କାର-୨୦୧୭: ପ୍ରଶାନ୍ତ ନନ୍ଦଙ୍କ ନାଁ ସୁପାରିଶ କଲେ ଜୁଏଲ ଓରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେଡି-ବିଜେପି। ଉଭୟ ଉଭୟଙ୍କୁ କାଉଣ୍ଟର କରିବାକୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଏସବୁ ସତ୍ତ୍ୱେ 'ପଦ୍ମ ଆଓ୍ବାର୍ଡ-୨୦୧୭' ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ...
ମାଉଣ୍ଟ ଏଲବ୍ରୁସ୍ ଶିଖରରେ ପହଞ୍ଚିଲେ ଓଡ଼ିଆ ପୁଅ ନୃସିଂହ ସାହୁ
ଓଡିଶାଲାଇଭ୍ ବ୍ୟୁରୋ
ଦେଶ ତଥା ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ନୃସିଂହ ସାହୁ। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍(୫୬୪୨୩/୧୮୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି...
ବିଜେପିର ବିଜେପୁର ଚିନ୍ତା: ଆସିଲେ ଅଶୋକ, ଋଷିଲେ ନାରାୟଣ
ଓଡିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଏବେ ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏପଟେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣି ବିଜେପି ନେତା ଖୁସି ଜାହିର କରୁଥିବା ବେଳେ ବରଗଡ଼...
ଗାନ୍ଧିଜୟନ୍ତୀରେ ଛାତ୍ରଛାତ୍ରୀ ଦେଖିଲେ ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଡାକଟିକଟ-ଲଫାପା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xIuZkuSPqqk]
ଓଡ଼ିଶା ଡାକ ପରିମଣ୍ଡଳ ଏକ ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧିଜୀଙ୍କ ୧୪୮ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଡାକଟିକଟ ଓ ଲଫାପାକୁ ସିପିଏମ୍ଜି ଅଫିସ୍ରେ ପ୍ରଦର୍ଶନ...
ବିଜେଡିର ପଦଯାତ୍ରା ଆରମ୍ଭ: ‘କେନ୍ଦ୍ର ଅବହେଳା’କୁ ଅସ୍ତ୍ର କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଭୁବନେଶ୍ୱର ବେହେରାସାହିର ମହିଷାଖାଲ ବସ୍ତିରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା...
ବିଜେପିରେ ମିଶିଲେ ଅଶୋକ ପାଣିଗ୍ରାହୀ: ବିଜେପୁର ପାଇଁ ଶକ୍ତି ପ୍ରଦର୍ଶନ କଲା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଆଜି ବରପାଲିରେ ଶକ୍ତି ପ୍ରଦର୍ଶନ କରିଛି। ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳକରି ବିଜେପି ବିଜେପୁର ପାଇଁ ବିଗୁଲ ଫୁଙ୍କିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ...
ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=zcfPFBc84z8]
ଗାନ୍ଧିଜୟନ୍ତୀ ଅବସରରେ ନାଲକୋ ପକ୍ଷରୁ ସୋମବାର ସକାଳେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନାଲକୋ ଛକରୁ ମହାନଦୀ ନିବାସ ଯାଏଁ ରାସ୍ତାକୁ ସଫେଇ କରାଯାଇଛି। ନାଲକୋ...
ବିଗ୍ ବସରେ ଓଡ଼ିଆ: ସଗୁନ ଶତପଥି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବ୍ୟସାଚୀ ଶତପଥି ଓରଫ ସଗୁନ ଶତପଥି ବିଗ୍ ବସ ୧୧ ରେ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ସେ ପ୍ରଥମ ଓଡ଼ିଆ ଯିଏ ଏହି ରିଅଲିଟି ସୋ’ରେ ସାମିଲ ହୋଇଛନ୍ତି। ଯଦିଓ...
ଆଇ-ନାତୁଣୀଙ୍କ ଉପରେ ଚଢିଗଲା ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇ ବୁଢୀ ଓ ନାତୁଣୀ ଉପରେ ଟ୍ରେନ ଚଢିଯିବା ଭଳି ଦୁଃଖଦାୟକ ଘଟଣା ଘଟିଛି। ରବିବାର ଦିନ ଭୁବନେଶ୍ୱର ଉପକଣ୍ଠରେ ଏହି ଦୁର୍ଘଟଣା ଘଟିଥିଲା। ଜିଆରପିର ସୂଚନା ଅନୁସାରେ ରେଳ ଲାଇନ...
ସମଗ୍ର ରାଜ୍ୟରେ ବିଜୟା ଦଶମୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ...