ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିଲ୍ଲୀ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିବେ। ତାଙ୍କ ସହ ଦୁଇ...
ବାଲେଶ୍ଵରରେ କୋହଳ ହେଉଛି କର୍ଫ୍ୟୁ: କେବଳ ରାତିରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁକୁ ଆଉଟିକେ କୋହଳ କରାଯାଇଛି। ବାଲେଶ୍ଵରରେ କେବଳ ରାତିରେ କର୍ଫ୍ୟୁ କଟକଣା ଲାଗୁ ହେବ। ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ କରାଯିବ ବୋଲି ବାଲେଶ୍ଵର ଜିଲ୍ଲାପାଳ ସୂଚନା...
ମାସକ ମଧ୍ୟରେ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ – ବିଏମସି କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ-୩ ମସଜିଦ କଲୋନୀର ନାବାଳକ ଏସକେ ରାଜେଶ ଡ୍ରେନରେ ଭାସି ପ୍ରାଣ ହରାଇବା ପରେ ଆକ୍ସନ ମୋଡକୁ ଆସିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ମାସକ ଭିତରେ ଭୁବନେଶ୍ଵରରେ ଥିବା...
ଓଏସଆରଟିସିର ସମୀକ୍ଷା କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର (ଓଏସଆରଟିସି) ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ରାଜ୍ୟରେ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଆଗକୁ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ...
ଭଙ୍ଗାଗଲା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ଵରସ୍ଥିତ ସରକାରୀ ବାସଭବନ ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଘରକୁ ଭଙ୍ଗାଯାଇଛି।
ସରକାରୀ କ୍ଵାର୍ଟର ପରିସରରେ ବିଳାଶପୂର୍ଣ୍ଣ କୋଠା ସହ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ...
ସମ୍ବଲପୁରରେ ଅଣାୟତ ହେଉଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ଗଲେ ଡାକ୍ତରୀ ଟିମ୍
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସମ୍ବଲପୁର ମହାନଗରରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୨ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସକୁ ନେଇ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ସ୍ଥିତି...
ଲୋକସଭାର ପ୍ରଥମ ଅଧିବେଶନ: ଆଜି ଶପଥ ନେବେ ଓଡ଼ିଶାର ୧୮ ଜଣ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ୨୮୦ ଜଣ ନବନିର୍ବାଚିତ ସାଂସଦ ଶପଥ ନେଇଥିଲେ। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦମାନଙ୍କୁ ଶପଥ ଗ୍ରହଣ...
ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଦିନ ୧ଟା ୧୦ରେ ପହଣ୍ଡି, ୫ଟାରେ ଆରମ୍ଭ ହେବ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଗତ ୧୯୭୧...
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଗାଁକୁ ଗଲେ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳାକୁ ଯାଇଛନ୍ତି ମୋହାନ ଚରଣ ମାଝୀ। ରବିବାରଠାରୁ ସେ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି।
ଗାଁରେ ପହଞ୍ଚିବା...





















